ଆନନ୍ଦପୁର: ଅଜଣା ଗାଡି ଧକ୍କା ରେ ଜଣେ ଯୁବକଙ୍କ ମୃତ୍ୟୁ । ଆନନ୍ଦପୁର ଉପଖଣ୍ଡ ଜାତୀୟ ରାଜପଥ ୨୦ କଲରାଗଡ଼ିଆ ଛକ ନିକଟରେ ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତେବେ ମୃତ ଯୁବକ ଜଣକ ବେଲବାହାଳି ଗାଁର ଶାନ୍ତନୁ ଦେହୁରୀ ବୋଲି ଜଣା ପଡ଼ିଛି। ଶାନ୍ତନୁ ଗତକାଲି ରାତିରେ ନିଜର ଦୁଇ ସାଙ୍ଗଙ୍କ ସହ କୌଣସି କାମରେ ଗୋହିରା ନିକଟକୁ ଯାଇଥିଲେ ।
ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ - accident
ଆନନ୍ଦପୁର ଉପଖଣ୍ଡ ଜାତୀୟ ରାଜପଥ ୨୦ରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତେବେ ମୃତ ଯୁବକ ଜଣକ ବେଲବାହାଳି ଗାଁର ଶାନ୍ତନୁ ଦେହୁରୀ ବୋଲି ଜଣା ପଡ଼ିଛି। ଅଧିକ ପଢନ୍ତୁ...

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ
ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ
କିନ୍ତୁ ସେଠାରୁ ସେ କେଉଁ ଆଡେ ପଳାଇଥିବା ବେଳେ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କେହି ପାଇ ନଥିଲେ । ପରେ ସାନ୍ତନୁଙ୍କୁ ମୃତ ଦେହ ଆଜି(ମଙ୍ଗଳବାର) ସକାଳୁ ଜାତୀୟ ରାଜପଥ ୨୦ କଲରାଗାଡିଆ ନିକଟରେ ଦେଖିବାକୁ ମିଳିଥିଲା ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ