କେନ୍ଦୁଝର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅଢେଇ ବର୍ଷର ଶିଶୁର ମୃତ୍ୟୁ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ପୁରୁଣା ସହରରେ । ସୂଚନା ଅନୁସାରେ,ମାଗୁ ସାହିର ଅର୍ଚ୍ଚନା ଗିରି ଘର ବାହାରେ ଖେଳୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା । ଫଳରେ ଘଟଣାସ୍ଥଳରେ ସେ ଅଚେତ ହୋଇପଡିଥିଲେ ।
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅଢେଇ ବର୍ଷର ଶିଶୁର ମୃତ୍ୟୁ - kendhujhar lockdown
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅଢେଇ ବର୍ଷର ଶିଶୁର ମୃତ୍ୟୁ। ଗାଁରେ ଶୋକାକୂଳ ପରିବେଶ ।ଅଧିକ ପଢନ୍ତୁ...
ବିଦ୍ୟୁତ ତାର ସଂଶ୍ପର୍ଷରେ ଆସି ଅଢେଇ ବର୍ଷର ଶିଶୁର ମୃତ୍ୟୁ
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅଢେଇ ବର୍ଷର ଶିଶୁର ମୃତ୍ୟୁ
ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ବେଳେ ତାର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମଙ୍ଗଳବାର ,ବର୍ଷା ପବନ ଯୋଗୁଁ ବିଦ୍ୟୁତ ତାର ଛିଡି ଯାଇ ଅର୍ଚ୍ଚନାଙ୍କ ବାଡ଼ରେ ଲାଗିଯାଇଥିଲା ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ