ଆନନ୍ଦପୁର: ଆନନ୍ଦପୁର ପୌରାଞ୍ଚଳ ସମେତ ପାର୍ଶ୍ଵବର୍ତ୍ତୀ ୫ଟି ଗାଁର ସଟ୍ ଡାଉନ୍ ଅବଧି ଅଧିକ ୭ ଦିନ ବୃଦ୍ଧି କରାଯାଇଛି ।
୫ଟି ଗାଁରେ 7 ଦିନ ବଢିଲା ସଟଡାଉନ ଅବଧି - ସଟ ଡାଉନ ଅବଦ୍ଧି
ଆନନ୍ଦପୁର ପୌରାଞ୍ଚଳ ସମେତ ପାର୍ଶ୍ଵବର୍ତ୍ତୀ ୫ଟି ଗାଁର ସଟ୍ ଡାଉନ୍ ଅବଧି ଅଧିକ ୭ ଦିନ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ..

୫ଟି ଗାଁରେ 7 ଦିନ ବଢିଲା ସଟ ଡାଉନ ଅବଦ୍ଧି
ଆନନ୍ଦପୁର ପୌରାଞ୍ଚଳର ୧୬ଟି ୱାର୍ଡ଼ ସହ ବେଲବାହାଳି, ଜଳସୁଆଁ, ଟୋଲଙ୍କପଡ଼ା, ଶାଳବଣୀ, ମୋଚିନ୍ଦା ଗାଁର ସଟଡାଉନ୍ ଅବଧି ଆସନ୍ତା ସେପଟେମ୍ବର ୩ ତାରିଖ ମଧ୍ୟରାତ୍ର ଯାଏ ବୃଦ୍ଧି କଲା ପ୍ରଶାସନ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ