ଆନନ୍ଦପୁର: ବୈତରଣୀ ନଦୀରୁ କାଠ ସଂଗ୍ରହ କରୁଥିବା ବେଳେ ଆନନ୍ଦପୁର ବ୍ୟାରେଜ୍ ନିକଟରେ ୩ ଜଣ ଭାସିଗଲେ । ସେମାନଙ୍କ ମଧ୍ୟରୁ ଅଗ୍ନିଶମ ବାହିନୀ ଜଣକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ୨ ଜଣ ନିଖୋଜ ଥିବା ସୂଚନା ମିଳିଛି।
ଆନନ୍ଦପୁର ବ୍ୟାରେଜ୍ ନିକଟରେ ଭାସିଗଲେ ୩; ଜଣେ ଉଦ୍ଧାର, ୨ ନିଖୋଜ - ଭାସିଗଲେ ୩, ଜଣେ ଉଦ୍ଧାର ୨ ନିଖୋଜ
ବୈତରଣୀ ନଦୀରୁ କାଠ ସଂଗ୍ରହ କରୁଥିବା ବେଳେ ଆନନ୍ଦପୁର ବ୍ୟାରେଜ୍ ନିକଟରେ ୩ ଜଣ ଭାସିଗଲେ । ସେମାନଙ୍କ ମଧ୍ୟରୁ ଅଗ୍ନିଶମ ବାହିନୀ ଜଣକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ୨ ଜଣ ନିଖୋଜ ଥିବା ସୂଚନା ମିଳିଛି। ଅଧିକ ପଢନ୍ତୁ...
ଆନନ୍ଦପୁର ବ୍ୟାରେଜ୍ ନିକଟରେ ଭାସିଗଲେ ୩, ଜଣେ ଉଦ୍ଧାର ୨ ନିଖୋଜ
ଆନନ୍ଦପୁର ବ୍ୟାରେଜ୍ ନିକଟରେ ଭାସିଗଲେ ୩, ଜଣେ ଉଦ୍ଧାର ୨ ନିଖୋଜ
କେନ୍ଦୁଝର ଜିଲ୍ଲା ଘସିପୁରା ନିକଟ କୁମୁଣିଆ ଗାଁର ଜଗବନ୍ଧୁ ନାଏକ ଓ ୨ ଜଣ ସାଥୀ ବୈତରଣୀ ନଦୀରୁ ଆଜି(ଶୁକ୍ରବାର) କାଠ ସଂଗ୍ରହ କରୁଥିଲେ । ହେଲେ ଅସାବଧାନତାବଶତଃ, ୩ ଜଣ ଆନନ୍ଦପୁର ବ୍ୟାରେଜ୍ ନିକଟରେ ଭାସିଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଜଗବନ୍ଧୁଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟମାନେ ନିଖୋଜ ଥିବା ଜଣାପଡ଼ିଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ