ଓଡିଶା

odisha

ETV Bharat / state

ପୋଲିସକୁ ଦୁର୍ବ୍ୟବହାର ମାମଲା, 2 ଗିରଫ

ପୋଲିସକୁ ଦୁର୍ବ୍ୟବହାର ମାମଲାରେ ଗିରଫ ହେଲେ ଦୁଇ ଅଭିଯୁକ୍ତ । ଆନନ୍ଦପୁର ପୌର ପରିଷଦର ପୂର୍ବତନ ଉପାଧ୍ୟକ୍ଷ ସୁରେଶ ସାହୁ ଓ ତାଙ୍କ ଭାଇ ତଥା ସାମ୍ବାଦିକ ଜିତେନ୍ଦ୍ର ସାହୁ ଗିରଫ କରିଛି ଘସିପୁରା ପୋଲିସ ।

By

Published : Apr 6, 2019, 10:06 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ପୋଲିସକୁ ଦୁର୍ବ୍ୟବହାର ମାମଲାରେ ଗିରଫ ହେଲେ ଦୁଇ ଅଭିଯୁକ୍ତ । ଆନନ୍ଦପୁର ପୌର ପରିଷଦର ପୂର୍ବତନ ଉପାଧ୍ୟକ୍ଷ ସୁରେଶ ସାହୁ ଓ ତାଙ୍କ ଭାଇ ତଥା ସାମ୍ବାଦିକ ଜିତେନ୍ଦ୍ର ସାହୁ ଗିରଫ କରିଛି ଘସିପୁରା ପୋଲିସ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର



ସୂଚନା ଅନୁଯାୟୀ, ଶୁକ୍ରବାର ସୁରେଶଙ୍କ ଭାଇଙ୍କୁ ଘସିପୁରା ପୋଲିସ କୌଣସି କାରଣ ପାଇଁ ଥାନାକୁ ଆଣିଥିଲା । ଏନେଇ ସୁରେଶ ଓ ତାଙ୍କ ଭାଇ ଜିତେନ୍ଦ୍ର ଥାନାକୁ ଆସିଥିଲେ । ତେବେ ପୋଲିସର କହିବା ଅନୁଯାୟୀ, ଥାନାରେ ସେମାନେ ପାଟିତୁଣ୍ଡ କରିବା ସହ ଅଶ୍ଳୀଳ ଭାଷାର ପ୍ରୟାଗ କରିଥିଲେ ।

ଏନେଇ ପୋଲିସ 2ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details