କେନ୍ଦୁଝର: କୋରୋନା ଭାଇରସକୁ ନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଛି ଲକଡାଉନ୍ ୪.୦ ନିର୍ଦ୍ଦେଶାବଳୀ । ତେବେ ସରକାରୀ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ୧୦ ଦୋକାନୀଙ୍କୁ ମିଳିଛି ଦଣ୍ଡ । ଏନେଇ କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଚଳରେ ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରାଙ୍କ ନେତୃତ୍ବରେ ଏହି ନିଷ୍ପତ୍ତି ନିଆଯାଇଛି ।
ଲକଡାଉନ ନିୟମ ଉଲ୍ଲଂଘନ କରି ୧୦ ଦୋକାନ ସିଲ୍ - ଲକଡାଉନ୍ ନିୟମ ଉଲ୍ଲଙ୍ଘନ କରିବାରୁ ୧୦ ଦୋକାନ ସିଲ୍
କୋରୋନା ଭାଇରସକୁ ନେଇ ସରକାରଙ୍କ ପକ୍ଷରୁ ଜାରି କରାଇଥିବା ଲକଡାଉନକୁ ନେଇ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ 10 ଦୋକାନୀଙ୍କୁ ସିଲ କରି ଦିଆଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଲକଡାଉନ ନିୟମ ଉଲ୍ଲଂଘନ କରି ୧୦ ଦୋକାନ ସିଲ୍
ଲକଡାଉନ ନିୟମ ଉଲ୍ଲଂଘନ କରି ୧୦ ଦୋକାନ ସିଲ୍
ଯୋଡ଼ା ପୋଲିସ ଓ ଯୋଡ଼ା ପୌରାଞ୍ଚଳ ଅଧିକାରୀଙ୍କ ଉପସ୍ଥିତିରେ ନିୟମ ଅବମାନନା କରିଥିବା ୧୦ ଟି ଦୋକାନକୁ ଆଇନ ବଳରେ ସିଲ୍ କରାଯାଇଛି । ଆଗକୁ ବଡ଼ବିଲ ତହସିଲ ଅଞ୍ଚଳରେ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି କହିଛନ୍ତି ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ
Last Updated : May 25, 2020, 10:54 AM IST
TAGGED:
10 shops sealed in keonjhar