କେନ୍ଦ୍ରାପଡା:ପାଟକୁରା ଥାନା ରଙ୍କାଳ ହାଟରେ ଦୁଇ ଚୋରଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ବିଳମ୍ବିତ ରାତିରେ ଏକ ଦୋକାନ ତାଡି ଦୁଇ ଯୁବକ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରିନେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇଜଣଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ।
ରାତି ଅଧରେ ଚୋରି କରୁଥିଲେ 2 ଯୁବକ, କାବୁ କଲେ ଗ୍ରାମବାସୀ