ଓଡିଶା

odisha

ETV Bharat / state

ଆଜି ରଜପର୍ବର ଶେଷ ଦିନ, କେନ୍ଦ୍ରାପଡାରେ କୋଭିଡ କଟକଣାରେ ରଜ ପାଳୁଛନ୍ତି କୁମାରୀ - raja festival in kendrapad

ଆଜି ରଜପର୍ବର ଶେଷ ଦିନ । କୋଭିଡ କଟକଣାରେ ଫିକା ରଜ ପର୍ବ । କେନ୍ଦ୍ରାପଡାରେ କେମିତି ରହିଛି ରଜ ମାହୋଲ । ଅଧିକ ପଢନ୍ତୁ:

ଆଜି ରଜପର୍ବର ଶେଷ ଦିନ, କେନ୍ଦ୍ରାପଡାରେ କୋଭିଡ କଟକଣାରେ ରଜ ପାଳୁଛନ୍ତି କୁମାରୀ
ଆଜି ରଜପର୍ବର ଶେଷ ଦିନ, କେନ୍ଦ୍ରାପଡାରେ କୋଭିଡ କଟକଣାରେ ରଜ ପାଳୁଛନ୍ତି କୁମାରୀ

By

Published : Jun 16, 2021, 5:36 PM IST

କେନ୍ଦ୍ରାପଡ଼ା: ବରଷକେ ଥରେ ଆସେ ଆନନ୍ଦ ଉଲ୍ଲସର ଗଣପର୍ବ ରଜ। ତିନିଦିନ ଧରି ପାଳନ କରାଯାଉଥିବା ରଜ ପର୍ବର ଆଜି ଶେଷଦିନ ରହିଥିବାବେଳେ କିଛି ସ୍ଥାନରେ କୋଭିଡ ଜନିତ ଲକଡାଉନ ପାଇଁ ଘରୁ ବାହାରିବା ସମ୍ଭବ ହୋଇନାହିଁ । ବର୍ଷକରେ ଥରେ ତିନିଦିନ କୁମାରୀ ଝିଅ ମାନେ ବେଶ ଧୁମଧାମରେ ରଜ ପାଳନ କରୁଥିବାବେଳେ ଏଥର ସବୁ କିଛି ଫିକା ପକାଇ ଦେଇଛି କୋଭିଡ ।

ଆଜି ରଜପର୍ବର ଶେଷ ଦିନ, କେନ୍ଦ୍ରାପଡାରେ କୋଭିଡ କଟକଣାରେ ରଜ ପାଳୁଛନ୍ତି କୁମାରୀ

ଗାଁରେ ରହି କୋଭିଡ କଟକଣା ମଧ୍ୟରେ ରଜର ଆନନ୍ଦ ଉଠାଉଛନ୍ତି ଝିଅମାନେ। ଡେରାବିଶ୍ ଫକିରାବାଦରେ କିପରି ରହିଛି ମାହୋଲ ସେନେଇ ଆୟୋଜକ ଓ ଝିଅ ମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କେନ୍ଦ୍ରାପଡା ପ୍ରତିନିଧି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details