କେନ୍ଦ୍ରାପଡ଼ା: ମାର୍ଶାଘାଇ ଥାନା ଅନ୍ତର୍ଗତ ଜମ୍ବୁ-ମାର୍ଶାଘାଇ କେନାଲ ରାସ୍ତାର ଗିରଙ୍ଗ ନିକଟରେ ସଡକ ଦୁର୍ଘଟଣା। ବାଇକ ଓ ଲୁନା ମୁହାଁମୁହିଁ ଧକ୍କାରେ ଜଣେ ମୃତ। ଖବରପାଇ ମାର୍ଶାଘାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଉଭୟଙ୍କୁ ପୋଲିସ ଗାଡିରେ ନିକଟସ୍ଥ ମାର୍ଶାଘାଇ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଲୁନା ଚାଳକ ମହାକାଳପଡ଼ା ଥାନା ମଙ୍ଗଳପୁର ଗାଁର ଅନନ୍ତ କୁମାର ଦାସଙ୍କୁ ମୃତ ଘୋଷଣା କରିଥିଲେ।
ବାଇକ ଓ ଲୁନା ମୁହାଁମୁହିଁ ଧକ୍କା, ଜଣେ ମୃତ - ଗିରଙ୍ଗ
ମାର୍ଶାଘାଇ ଥାନା ଅନ୍ତର୍ଗତ ଜମ୍ବୁ-ମାର୍ଶାଘାଇ କେନାଲ ରାସ୍ତା ଗିରଙ୍ଗ ନିକଟରେ ସଡକ ଦୁର୍ଘଟଣା। ବାଇକ ଓ ଲୁନା ମୁହାଁମୁହିଁ ଧକ୍କାରେ ଲୁନା ଚାଳକ ମୃତ। ଅଧିକ ପଢନ୍ତୁ...
![ବାଇକ ଓ ଲୁନା ମୁହାଁମୁହିଁ ଧକ୍କା, ଜଣେ ମୃତ ବାଇକ ଓ ଲୁନା ମୁହାଁମୁହିଁ ଧକ୍କା, ଜଣେ ମୃତ](https://etvbharatimages.akamaized.net/etvbharat/prod-images/768-512-10552134-thumbnail-3x2-knd.jpg)
ବାଇକ ଓ ଲୁନା ମୁହାଁମୁହିଁ ଧକ୍କା, ଜଣେ ମୃତ
ବାଇକ ଓ ଲୁନା ମୁହାଁମୁହିଁ ଧକ୍କା, ଜଣେ ମୃତ
ଦୁର୍ଘଟଣାରେ ବାଇକ ଚାଳକ ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ବଉଳକଣୀ ଗାଁର ତୋଫାନ ଖିଲାର ଗୁରୁତର ଆହତ ହୋଇଛନ୍ତି । ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ତାନାନ୍ତର କରାଯାଇଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ