କେନ୍ଦ୍ରାପଡା: ସୁରୁଖୁରରେ ଚାଲିଛି ପାଟକୁରା ବିଧାନସଭା ଆସନ ପାଇଁ ମତଦାନ । ଲୋକେ ଉତ୍ସାହର ସହ ଆସି ନିଜ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରୁଛନ୍ତି ।
ଭୋଟଦେଉଛି ପାଟକୁରା: ଅପରାହ୍ଣ 3ଟା ସୁଦ୍ଧା 61 ପ୍ରତିଶତ ମତଦାନ - bjp patkura
ପାଟକୁରାରେ ଚାଲିଛି ଉତ୍ସାହର ସହ ମତଦାନ, ଲୋକେ ଲମ୍ବା ଧାଡିରେ ଆସି ଭୋଟ ଦେଉଛନ୍ତି ।
![ଭୋଟଦେଉଛି ପାଟକୁରା: ଅପରାହ୍ଣ 3ଟା ସୁଦ୍ଧା 61 ପ୍ରତିଶତ ମତଦାନ](https://etvbharatimages.akamaized.net/etvbharat/prod-images/768-512-3891972-thumbnail-3x2-dd.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
ତେବେ ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଅପରାହ୍ଣ 3ଟା ସୁଦ୍ଧା 61 ପ୍ରତିଶତ ମତଦାନ ହୋଇଥିବା କହିଛନ୍ତି । ମତଦାନର ଏହି ଧାରା ଜାରି ରହିଲେ ଭୋଟ ପ୍ରତିଶତ ବଢିବ ବୋଲି ଆଶା କରାଯାଉଛି ।
Last Updated : Jul 20, 2019, 3:29 PM IST