ଓଡିଶା

odisha

ETV Bharat / state

ମହିଳାଙ୍କୁ ଗଳାକାଟି ହତ୍ୟା, ମୁର୍ମୁଷ ଅବସ୍ଥାରେ ଶିଶୁପୁତ୍ର ଉଦ୍ଧାର - ଜମ୍ବୁ ମେରାଇନ ଥାନା

ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଗାଁ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଅଚିହ୍ନା ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଥିବାବେଳେ ମୁର୍ମୁଷ ଅବସ୍ଥାରେ ତାଙ୍କ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ଅଚିହ୍ନା ମହିଳାଙ୍କୁ ଗଳାକାଟି ହତ୍ୟା, ମୁର୍ମୁଷୁ ଅବସ୍ଥାରେ ଶିଶୁପୁତ୍ର ଉଦ୍ଧାର
ଅଚିହ୍ନା ମହିଳାଙ୍କୁ ଗଳାକାଟି ହତ୍ୟା, ମୁର୍ମୁଷୁ ଅବସ୍ଥାରେ ଶିଶୁପୁତ୍ର ଉଦ୍ଧାର

By

Published : Jun 26, 2021, 12:07 PM IST

କେନ୍ଦ୍ରାପଡ଼: ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଗାଁ ନିକଟରେ ଅଘଟଣ । ଜଣେ ଅଚିହ୍ନା ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଥିବାବେଳେ ମୁର୍ମୁଷ ଅବସ୍ଥାରେ ତାଙ୍କ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି ।

ଅଚିହ୍ନା ମହିଳାଙ୍କୁ ଗଳାକାଟି ହତ୍ୟା, ମୁର୍ମୁଷୁ ଅବସ୍ଥାରେ ଶିଶୁପୁତ୍ର ଉଦ୍ଧାର

ସୂଚନାମୁତାବକ, ଜଣେ ବିବାହିତା ମହିଳାଙ୍କୁ କେହି ମାରିଦେଇ ଫିଙ୍ଗି ଦେଇଥିବାବେଳେ ନିକଟରେ ଶିଶୁପୁତ୍ରଟିର ମୁଣ୍ଡକୁ ପଥରରେ ଛେଚି ପିଙ୍ଗି ଦିଆଯାଇଥିବା ଆଜି ସକାଳୁ ଦେଖିବାକୁ ମିଳିଛି । ତେବେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଶିଶୁ ପୁତ୍ରଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଛନ୍ତି ।

ଏପଟେ ଘଟଣାସ୍ଥଳରେ ହାତ ଗ୍ଲୋବସ, ମଦ ବୋତଲ, ଗୋଟିଏ ମଙ୍ଗଳସୁତ୍ର ଏବଂ ଗୋଟିଏ ଗାମୁଛା ପଡିଥିବା ଦେଖିବାକୁ ମିଳିଛି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ଏପଟେ ମୃତ ମହିଳାଙ୍କ ପରିଚୟ ଏଯାବତ ମିଳିପାରି ନାହିଁ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details