ଓଡିଶା

odisha

ETV Bharat / state

କେନ୍ଦ୍ରାପଡାରେ ନିର୍ମିତ ହେଲା ଅତ୍ୟାଧୁନିକ ଗାନ୍ଧୀ ପାର୍କ - କେନ୍ଦ୍ରାପଡାରେ ଗାନ୍ଧୀ ପାର୍କ

କେନ୍ଦ୍ରାପଡ଼ା ଡେରାବିଶ ବ୍ଲକରେ ନିର୍ମିତ ହୋଇଛି ଅତ୍ୟାଧୁନିକ ଗାନ୍ଧୀ ପାର୍କ। 1934 ମସିହାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ହରିଜନ ପଦଯାତ୍ରା ସମୟରେ ଡେରାବିଶ ବ୍ଳକର ଏହି ଖମୋଳରେ ଅବସ୍ଥାନ କରୁଥିବାର ପ୍ରମାଣ ରହିଛି।

kendrapara latest news, gandhi park in kendrapara, କେନ୍ଦ୍ରାପଡାରେ ଗାନ୍ଧୀ ପାର୍କ, କେନ୍ଦ୍ରାପଡା ଲାଟେଷ୍ଟ ନ୍ୟୁଜ୍‌
କେନ୍ଦ୍ରାପଡାରେ ନିର୍ମିତ ହେଲା ଅତ୍ୟାଧୁନିକ ଗାନ୍ଧୀ ପାର୍କ

By

Published : Feb 26, 2020, 4:46 AM IST

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଡେରାବିଶ ବ୍ଲକରେ ନିର୍ମିତ ହୋଇଛି ଅତ୍ୟାଧୁନିକ ଗାନ୍ଧୀ ପାର୍କ। 1934 ମସିହାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ହରିଜନ ପଦଯାତ୍ରା ସମୟରେ ଡେରାବିଶ ବ୍ଳକର ଏହି ଖମୋଳରେ ଅବସ୍ଥାନ କରୁଥିବାର ପ୍ରମାଣ ରହିଛି। ଏନେଇ ଗାନ୍ଧୀଙ୍କ 150ତମ ଜନ୍ମଜୟନ୍ତୀ ଅବସରରେ ଏଠାରେ ଏକ ଅତ୍ୟାଧୁନିକ ପାର୍କ ନିର୍ମାଣ କରାଯାଇଛି।

କେନ୍ଦ୍ରାପଡାରେ ନିର୍ମିତ ହେଲା ଅତ୍ୟାଧୁନିକ ଗାନ୍ଧୀ ପାର୍କ

ଏହି ଅତ୍ୟାଧୁନିକ ପାର୍କରେ କ୍ରୀଡା ଏବଂ ଜିମ୍ନାସିୟମ ଉପକରଣମାନ ରହିଛି । ଏହି କାର୍ଯ୍ୟରେ ଚତୁର୍ଦ୍ଦଶ ଅର୍ଥ କମିଶନର ଅର୍ଥରାଶି ଓ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରୁ ଅର୍ଥ ମଞ୍ଜୁର କରାଯାଇଥିବା ସୂଚନା । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ବିଟର ଏବଂ ଫେସବୁକ ପେଜରେ ଏନେଇ ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details