ଭୁବନେଶ୍ବର: ଚାଲିଛି ପାଟକୁରା ନିର୍ବାଚନ ପାଇଁ ମତଦାନ । ଭୋଟ ଦେଲେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ । ଏହି ଅବସରରେ ସେ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ବିଜୟ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ବିକାଶ ‘ବିଜୟ’ରେ ରୂପାନ୍ତରିତ ହେବ: ଅତନୁ - VOTE IN PATKURA
ଭୋଟ ଦେଲେ ଅତନୁ । ଦଳୀୟ ପ୍ରାର୍ଥୀଙ୍କ ବିଜୟ ନେଇ କଲେ ଦୃଢୋକ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
ଅତନୁ କହିଛନ୍ତି, ନବୀନ ସରକାର ବିକାଶମୂଳକ କାମ ଜାରି ରଖିଛନ୍ତି । ବିଜେଡି ସରକାରଙ୍କ ଉପରେ ସମଗ୍ର ରାଜ୍ୟବାସୀ ଆସ୍ଥା ପ୍ରକଟ କରିଛନ୍ତି । ପାଟକୁରାରେ ମଧ୍ୟ ତାର ପ୍ରତିଫଳନ ହେବ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ