ଓଡିଶା

odisha

ETV Bharat / state

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ବିଧାୟକ ଅତନୁ - ପ୍ରଚାର କଲେ ବିଧାୟକ ଅତନୁ ସବ୍ୟସାଚୀ ନାୟକ

ଆସନ୍ତା ୨୪ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକର ୩୧ଟି ପଞ୍ଚାୟତରେ ମତଦାନ ହେବାକୁ ଥିବା ବେଳେ ପ୍ରଚାର ମଇଦାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ । ଅଧିକ ପଢନ୍ତୁ

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ବିଧାୟକ ଅତନୁ
ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ବିଧାୟକ ଅତନୁ

By

Published : Feb 22, 2022, 6:13 PM IST

କେନ୍ଦ୍ରାପଡା:ପଞ୍ଚମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ହେଉଛି ପ୍ରଚାରର ଶେଷଦିନ । ଆସନ୍ତା ୨୪ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକର ୩୧ଟି ପଞ୍ଚାୟତରେ ମତଦାନ ହେବାକୁ ଥିବା ବେଳେ ପ୍ରଚାର ମଇଦାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ।

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ବିଧାୟକ ଅତନୁ

ଏହି ବ୍ଲକ ଅଧିନ ୧୯, ୨୦, ୨୧, ୨୨ ଓ ୨୩ ନମ୍ବର ଜୋନର ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସରଗରମ ହୋଇଥିବା ବେଳେ ଦଳୀୟ ପ୍ରାର୍ଥୀ ଏଠାରୁ ବହୁ ପରିମାଣରେ ଭୋଟ ପାଇ ବିଜୟୀ ହେବେ ବୋଲି କହିଛନ୍ତି ଅତନୁ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details