କେନ୍ଦ୍ରାପଡା: ମାର୍ଶାଘାଇ ଆକାଶରେ ଘୂର୍ଣ୍ଣିଝଡ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଜମ୍ବୁ କେନାଲ ବ୍ରିଜ ନିକଟରେ ଏକ ଘୂର୍ଣ୍ଣିଝଡ ଦେଖିବାକୁ ମିଳିଛି । ଘୂର୍ଣ୍ଣିଝଡ ହଠାତ୍ କେନାଲ ବ୍ରିଜ ନିକଟରେ ସୃଷ୍ଟି ହୋଇ କୁସୁନପୁର ଗାଁ ଦେଇ ଅଦୃଶ୍ୟ ହୋଇଯାଇଥିଲା । ଏଥିରେ କୌଣସି କ୍ଷତି ହୋଇନଥିବା ଜଣାପଡିଛି ।
କେନ୍ଦ୍ରାପଡାରେ ଘୂର୍ଣ୍ଣିଝଡ ସୃଷ୍ଟି, କ୍ଷୟକ୍ଷତିର ନାହିଁ ସୂଚନା - କେନ୍ଦ୍ରାପଡାରେ ବର୍ଷା
ମାର୍ଶାଘାଇ ଆକାଶରେ ଘୂର୍ଣ୍ଣିଝଡ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଜମ୍ବୁ କେନାଲ ବ୍ରିଜ ନିକଟରେ ଏକ ଘୂର୍ଣ୍ଣିଝଡ ଦେଖିବାକୁ ମିଳିଛି । ଘୂର୍ଣ୍ଣିଝଡ ହଠାତ୍ କେନାଲ ବ୍ରିଜ ନିକଟରେ ସୃଷ୍ଟି ହୋଇ କୁସୁନପୁର ଗାଁ ଦେଇ ଅଦୃଶ୍ୟ ହୋଇଯାଇଥିଲା ।
![କେନ୍ଦ୍ରାପଡାରେ ଘୂର୍ଣ୍ଣିଝଡ ସୃଷ୍ଟି, କ୍ଷୟକ୍ଷତିର ନାହିଁ ସୂଚନା tornado in kendrapara, kendrapara latest news, rain in kendrapara, kendrapara weather, କେନ୍ଦ୍ରାପଡାରେ ଘୂର୍ଣ୍ଣିଝଡ, କେନ୍ଦ୍ରାପଡା ଲାଟେଷ୍ଟ ନ୍ୟୁଜ୍, କେନ୍ଦ୍ରାପଡାରେ ବର୍ଷା, କେନ୍ଦ୍ରାପଡାରେ ପାଣିପାଗ](https://etvbharatimages.akamaized.net/etvbharat/prod-images/768-512-8412222-thumbnail-3x2-kpd.jpg)
କେନ୍ଦ୍ରାପଡାରେ ଘୂର୍ଣ୍ଣିଝଡ ସୃଷ୍ଟି, କ୍ଷୟକ୍ଷତିର ନାହିଁ ସୂଚନା
କେନ୍ଦ୍ରାପଡାରେ ଘୂର୍ଣ୍ଣିଝଡ ସୃଷ୍ଟି, କ୍ଷୟକ୍ଷତିର ନାହିଁ ସୂଚନା
ଏହାର ପ୍ରଭାବରେ ବେଶ କିଛି ସମୟ ପ୍ରବଳ ବର୍ଷା ହୋଇଥିଲା । ତେବେ ସୃଷ୍ଟି ହୋଇଥିବା ଏଭଳି ଘୂର୍ଣ୍ଣିଝଡ ଦେଖିବା ପାଇଁ ଲୋକେ ଘଡିଏ ଅଟକି ରହିଥିଲେ । ଦୃଶ୍ୟଟି ଅତି ଭୟଙ୍କର ଥିବା ବେଳେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିବା ଦେଖାଯାଇଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ