କେନ୍ଦ୍ରାପଡା: ଆଜି ଠାରୁ ଆରମ୍ଭ ହୋଇଛି ମ୍ୟାଟ୍ରିକ ପରୀକ୍ଷା। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହୋଇ ପରୀକ୍ଷାକେନ୍ଦ୍ରରେ ପହଞ୍ଚିଛନ୍ତି ପରୀକ୍ଷାର୍ଥୀ। ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା, କପି ଚେକିଂ ପାଇଁ ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ, ମାତୃଭାଷା ପରୀକ୍ଷା ପାଇଁ ପ୍ରସ୍ତୁତ ପରୀକ୍ଷାର୍ଥୀ - kendrapara news
ଆଜି ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ। ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହୋଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଛନ୍ତି ପରୀକ୍ଷାର୍ଥୀ। ଚଳିତବର୍ଷ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୦୭ଟି ପରୀକ୍ଷାକେନ୍ଦ୍ରରେ ମୋଟ ୨୦,୭୫୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଅଧିକ ଖବର ପଢନ୍ତୁ...
ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ, ମାତୃଭାଷା ପରୀକ୍ଷା ପାଇଁ ପ୍ରସ୍ତୁତ ପରୀକ୍ଷାର୍ଥୀ
ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ, ମାତୃଭାଷା ପରୀକ୍ଷା ପାଇଁ ପ୍ରସ୍ତୁତ ପରୀକ୍ଷାର୍ଥୀ
ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନିଷେଧ ସହିତ ଶିକ୍ଷା ବିଭାଗର କଡା ଆଭିମୁଖ୍ୟ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବାର ଆଶା ରହିଛି। ଚଳିତବର୍ଷ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୦୭ଟି ପରୀକ୍ଷାକେନ୍ଦ୍ରରେ ମୋଟ ୨୦,୭୫୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ