ଓଡିଶା

odisha

ETV Bharat / state

ହାଇୱା ଧକ୍କାରେ ଟ୍ରାକ୍ଟର ଚାଳକ ମୃତ, ଆନ୍ଦୋଳନ ଚେତାବନୀ - kendrapada heiwa-tractor accident

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡିପାଳ ଗ୍ରାମରେ ବାଲି ବୋଝେଇ ହାଇବା ସହିତ ଟ୍ର।କ୍ଟର ଧକା ହେବ ଫଳରେ ଘଟଣାସ୍ଥଳରେ ଟ୍ରାକ୍ଟର ଚାଳକର ମୃତ୍ୟୁ ଘଟିଛି । ମୃତ ଚାଳକ ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଅମୃତ ମଣହି ଗ୍ରାମର ଅସିତ ସେଠି । ଅଧିକ ପଢନ୍ତୁ...

ହାଇବା ଧକ୍କାରେ ଟ୍ରାକ୍ଟର ଚାଳକ ମୃତ, ଆନ୍ଦୋଳନ ଚେତାବନୀ
ହାଇବା ଧକ୍କାରେ ଟ୍ରାକ୍ଟର ଚାଳକ ମୃତ, ଆନ୍ଦୋଳନ ଚେତାବନୀ

By

Published : Mar 10, 2021, 11:04 PM IST

କେନ୍ଦ୍ରାପଡ଼ା :ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡିପାଳ ଗ୍ରାମରେ ବାଲି ବୋଝେଇ ହାଇବା ସହିତ ଟ୍ର।କ୍ଟର ଧକା ହେବ ଫଳରେ ଘଟଣା ସ୍ଥଳରେ ଟ୍ରାକଟର ଚାଳକର ମୃତ୍ୟୁ ଘଟିଛି । ମୃତ ଚାଳକ ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଅମୃତ ମଣହି ଗ୍ରାମର ଅସିତ ସେଠି । ଦୁର୍ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଅସିତକୁ ଗୁରୁତର ଅବସ୍ଥାରେ ପଟ୍ଟାମୁଣ୍ଡାଇ ଡାକ୍ଟରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହାଇବା ଧକ୍କାରେ ଟ୍ରାକ୍ଟର ଚାଳକ ମୃତ, ଆନ୍ଦୋଳନ ଚେତାବନୀ

ବେପରୁଆ ଗାଡି ଚାଳନା ପାଇଁ ଗତ ୧୫ ଦିନ ଭିତରେ ୨ ଜଣଙ୍କ ଜୀବନ ଯାଇଥିଲା ବେଳେ ୬ ଜଣ ଗୁରୁତର ଅବସ୍ଥାରେ ଏବେବି ଚିକିତ୍ସାଧିନ ଅଛନ୍ତି । ଆଗକୁ ପ୍ରଶାସନ ଏଥିପ୍ରତି ପଦକ୍ଷେପ ନନେଲେ ଆଗାମୀ ଦିନରେ ଏକ ଜନ ଆନ୍ଦୋଳନ ଦେଖାଦେବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details