ଓଡିଶା

odisha

ETV Bharat / state

ସ୍ନାନପୂର୍ଣ୍ଣିମାରେ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ ମନା, ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରଶାସନ - Sebayat

ଶ୍ରଦ୍ଧାଳୁଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ 144 ଧାରା ଜାରି । କୋଭିଡ ନିୟମ ମାନି ହେବ ଶ୍ରୀ ବଳଦେବଜୀଉଙ୍କ ସ୍ନାନଯାତ୍ରା । ଅଧିକ ପଢନ୍ତୁ...

ସ୍ନାନପୂର୍ଣ୍ଣିମାରେ ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ ମନା, ଜିଲ୍ଲାପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି
ସ୍ନାନପୂର୍ଣ୍ଣିମାରେ ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ ମନା, ଜିଲ୍ଲାପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି

By

Published : Jun 23, 2021, 6:51 PM IST

କେନ୍ଦ୍ରାପଡ଼ା:ସ୍ନାନପୂର୍ଣ୍ଣିମାରେ ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରିପାରିବେନି ଭକ୍ତ । ବୁଧବାର ସନ୍ଧ୍ୟା ୭ ଘଟିକାରୁ ଆସନ୍ତା ଶୁକ୍ରବାର ସକାଳ ୬ ଘଟିକା ପର୍ଯ୍ୟନ୍ତ ବଳଦେବଜୀଉ ମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପ୍ରାୟ ୧କିଲୋମିଟର ଯାଏଁ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ ।

ସ୍ନାନପୂର୍ଣ୍ଣିମାରେ ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ ମନା, ଜିଲ୍ଲାପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି

ସ୍ନାନପୂର୍ଣ୍ଣିମାର ରୀତିନୀତି ଅନୁଯାୟୀ ବଳଦେବଜୀଉଙ୍କ ମନ୍ଦିରରେ ସେବାୟତ ମାନଙ୍କ ଦ୍ଵାରା କୋଭିଡ ନିୟମ ଅନୁପାଳନ କରି ସ୍ନାନଯାତ୍ରା କରାଯିବାକୁ ଥିବାବେଳେ ମନ୍ଦିର ବାହାରର ଏକ କିଲୋମିଟର ପର୍ଯ୍ୟନ୍ତ କୌଣସି ଧାର୍ମିକ ଓ ଦର୍ଶନକୁ ବାରଣ କରିଛି ଜିଲ୍ଲା ପ୍ରଶାସନ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details