ଓଡିଶା

odisha

ETV Bharat / state

କେନ୍ଦ୍ରାପଡ଼ା ଖାଦ୍ୟ ନିରୀକ୍ଷଣ ଅଧିକାରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ - କେନ୍ଦ୍ରାପଡ଼ା ଖାଦ୍ୟ ନିରୀକ୍ଷଣ ଅଧିକାରୀଙ୍କ ବିରୋଧରେ ଅଭିଯୋଗ

ଖାଦ୍ୟର ଗୁଣବତ୍ତା ରକ୍ଷା ଦିଗରେ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଯୋଜନା ସଠିକ କାର୍ଯ୍ୟକାରୀ ପାଇଁ ପ୍ରଶାସନିକ ସହଯୋଗ ଦାବି ହୋଇଛି । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡ଼ା ଖାଦ୍ୟ ନିରୀକ୍ଷଣ ଅଧିକାରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ
କେନ୍ଦ୍ରାପଡ଼ା ଖାଦ୍ୟ ନିରୀକ୍ଷଣ ଅଧିକାରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ

By

Published : Jun 1, 2022, 9:36 AM IST

କେନ୍ଦ୍ରାପଡ଼ା: ଖାଦ୍ୟର ଗୁଣବତ୍ତା ରକ୍ଷା ଦିଗରେ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଯୋଜନା ସଠିକ କାର୍ଯ୍ୟକାରୀ ପାଇଁ ପ୍ରଶାସନିକ ସହଯୋଗ ଦାବି ହୋଇଛି । ଏହାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି "ସ୍କେଚ"ର ଅଧିକାରୀ । ସ୍କେଚ ଅନୁଷ୍ଠାନ ପକ୍ଷରୁ ଖାଦ୍ୟର ମାନକ ରକ୍ଷା ଦିଗରେ ଦୀର୍ଘ ୬ ମାସ ହେବ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାୟ ୪୦୦ରୁ ଅଧିକ ଖାଦ୍ୟ ବ୍ୟବସାୟୀଙ୍କୁ ପ୍ରଶିକ୍ଷିତ କରାଯାଇଛି ।

ଆଗକୁ ଜିଲ୍ଲାରେ ଅନୁନ୍ୟ ସମସ୍ତ ଖାଦ୍ୟ ବିତରଣ ଓ ଏଭଳି ବ୍ୟବସାୟରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ପ୍ରଶିକ୍ଷିତ କରାଇବା ଲକ୍ଷ୍ୟ ରଖିଛି ସ୍କେଚ୍‌ । ତେବେ ଜିଲ୍ଲା ଖାଦ୍ୟ ନିରୀକ୍ଷଣ ଅଧିକାରୀ ବ୍ୟବସାୟୀମାନଙ୍କୁ ପ୍ରଶିକ୍ଷଣ ନାମରେ ବାଟବଣା କରୁଥିବା ଅଭିଯୋଗ ହୋଇଛି । ଏଭଲି ସମସ୍ୟାର ସମାଧାନ ଦିଗରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହାୟତା ଲୋଡିଛନ୍ତି "ସ୍କେଚ"ର ଅଧିକାରୀ ।

For All Latest Updates

TAGGED:

ABOUT THE AUTHOR

...view details