ଓଡିଶା

odisha

ETV Bharat / state

ଅଣ୍ଡା ମାଡ ଡର: ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦୋକାନ ସିଲ୍‌, BJP କର୍ମୀ ଗିରଫ - pratap jena kendrapada visit

ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସିଲ ହେଲା ଅଣ୍ଡା ଦୋକାନ । କେନ୍ଦ୍ରାପଡ଼ା ଜିଲ୍ଲାରେ ଉଦଘାଟନ ଅପେକ୍ଷାରେ ଥିବା ୩୦ଟି 5T ଫୋକସ ସ୍କୁଲ କାର୍ଯ୍ୟକ୍ରମରେ ଆଇନ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ

ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଅଣ୍ଡା ଦୋକାନ ସିଲ, ବିଜେପି ଯୁବମୋର୍ଚ୍ଚା କର୍ମୀ ଗିରଫ
ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଅଣ୍ଡା ଦୋକାନ ସିଲ, ବିଜେପି ଯୁବମୋର୍ଚ୍ଚା କର୍ମୀ ଗିରଫ

By

Published : Nov 20, 2021, 7:03 PM IST

କେନ୍ଦ୍ରାପଡ଼ା: ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସିଲ ହେଲା ଅଣ୍ଡା ଦୋକାନ । କେନ୍ଦ୍ରାପଡ଼ା ଜିଲ୍ଲାରେ ଉଦଘାଟନ ଅପେକ୍ଷାରେ ଥିବା ୩୦ଟି 5T ଫୋକସ ସ୍କୁଲ କାର୍ଯ୍ୟକ୍ରମରେ ଆଇନ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଅଣ୍ଡା ଦୋକାନ ସିଲ, ବିଜେପି ଯୁବମୋର୍ଚ୍ଚା କର୍ମୀ ଗିରଫ

ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ପୋଲିସ ପକ୍ଷରୁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସଦର ଥାନା ଅନ୍ତର୍ଗତ ମାରୁତି ଛକରେ ଥିବା ଅଣ୍ଡା ଦୋକାନକୁ ସିଲ କରିଛି । ଏଥି ସହିତ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ବିନ୍ଦୁସାଗର ଦାସ, ଉପ ସଭାପତି ଶୋଭନ ଆଚାର୍ଯ୍ୟଙ୍କ ସମେତ ୫ରୁ ଊର୍ଦ୍ଧ୍ବ ଯୁବମୋର୍ଚ୍ଚା କର୍ମୀଙ୍କୁ ଗିରଫ କରିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details