ଓଡିଶା

odisha

ETV Bharat / state

ଗୋରୁ ବୋଝେଇ କଣ୍ଟେନର ଜବତ, 12 ଗୋଚାଲାଣକାରୀ ଗିରଫ - Cow loaded truck seized in jalichawak

ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ବେଆଇନ ଗୋ ଚାଲାଣବେଳେ ରାଜନଗର ଜଳିଛକ ଠାରୁ ଗୋରୁ ବୋଝେଇ କଣ୍ଟେନର ଜବତ କରାଯାଇଛି । ଏହାସହ ୧୨ ଗୋଚାଲାଣକାରୀଙ୍କୁ ଗିରଫ କରାଯାଇଛି  ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Oct 19, 2019, 12:48 PM IST

କେନ୍ଦ୍ରାପଡା: ବେଆଇନ ଗୋ ଚାଲାଣବେଳେ ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ରାଜନଗର ଜଳିଛକ ଠାରୁ ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି । ଏହାସହ ୧୨ ଜଣ ଗୋ ଚାଲାଣକାରୀଙ୍କୁ ଗିରଫ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା


ସୂଚନା ଅନୁଯାୟୀ, ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ବଜରଙ୍ଗ ଦଳ ଏବଂ ପୋଲିସର ମିଳିତ ସହଯୋଗ ଚଢାଉ କରାଯାଇଥିଲା । ଯେଉଁଥିରେ 25 ରୁ ଉର୍ଦ୍ଧ୍ବ ଗୋରୁ ଏବଂ ଷଣ୍ଢ ଉଦ୍ଧାର କରାଯାଇଥିବା ବେଳେ ଏକ ବୋଲେରୋ ଗାଡି ଜବତ କରାଯାଇଛି । ତେବେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details