ଓଡିଶା

odisha

By

Published : Jul 24, 2019, 8:39 AM IST

ETV Bharat / state

ଆଜି ପାଟକୁରା ଫଳାଫଳ, ଆରମ୍ଭ ହେଲା ଭୋଟଗଣତି

ଆଜି ପାଟକୁରା ଭୋଟ ଗଣତି । ସୁରକ୍ଷା ଦାୟିତ୍ବରେ 12 ପ୍ଲାଟୁନ ଫୋର୍ସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଆଜି ବାହାରିବ ପାଟକୁରା ନିର୍ବାଚନର ଫଳ । ଆରମ୍ଭ ହେଲା ଭୋଟ ଗଣତି । ମୋଟ 18 ରାଉଣ୍ଡରେ ଭୋଟ ଗଣତି ହେବ । ଆଉ ଏଥିପାଇଁ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା


ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ନିର୍ବାଚନମଣ୍ଡଳୀରେ 309 ବୁଥ ରହିଛି । ଭୋଟ ଗଣତି ପାଇଁ 18ଟି ଟେବୁଲର ବ୍ୟବସ୍ଥା କରାଯାଇଛି । 12 ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ବରେ ଅଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details