କେନ୍ଦ୍ରାପଡ଼ା:ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ବୋମାମାଡ । ମିଳିଥିବା ସୂଚନାନୁସାରେ ୩ ଦୁର୍ବୃତ୍ତ ଏକ ଟିଭିଏସ ଆପାଚିରେ ଆସି ରାଜପଥ କଡ଼ରେ ଥିବା ଏକ ଢାବା ନିକଟରେ ୨ଟି ବୋମାମାଡ କରିଥିଲେ । ତେବେ ଏହି ବୋମାମାଡରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଏହାର କାରଣ ଅସ୍ପଷ୍ଟ ରହିଛି ।
୫୩ନଂ ଜାତୀୟ ରାଜପଥରେ ଫୁଟିଲା ବୋମା, କାରଣ ଅସ୍ପଷ୍ଟ
ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ବୋମାମାଡ । ତେବେ 3 ଦୁର୍ବୃତ୍ତ ଆସି ଏଭଳି କାଣ୍ଡ ଭିଆଇଥିବା ବେଳେ ଏହାର କାରଣ ଅସ୍ପଷ୍ଟ ରହିଛି । ଅଧିକ ପଢନ୍ତୁ...
ମାର୍ଶାଘାଇ ୫୩ ନଂ ଜାତୀୟ ରାଜପଥରେ ବୋମାମାଡ, କାରଣ ଅସ୍ପଷ୍ଟ
ସୂଚନାପାଇ ଘଟଣାସ୍ଥଳରେ ମାର୍ଶାଘାଇ ପୋଲିସ ଏବଂ କେନ୍ଦ୍ରାପଡା ଏସପି ଏମ.ସନ୍ଦୀପ ସମ୍ପଦ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ