ଓଡିଶା

odisha

By

Published : Jul 24, 2019, 3:02 PM IST

ETV Bharat / state

‘ବିଜୟଙ୍କ ଅହଂକାର ପରାଜୟର କାରଣ’

ଜିତିଲା ବିଜେଡି । ସେଲିବ୍ରେସନ ମୁଡରେ କର୍ମୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ପାଟକୁରାରେ ଜିତିଲା ବିଜେଡି । ଦଳୀୟ ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲ ୧୭,୬୫୫ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଯାହାକୁ ନେଇ ଦଳୀୟ କର୍ମୀ ପୁରା ଖୁସ । ଆରମ୍ଭ ହୋଇଯାଇଛି ସେଲିବ୍ରେସନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କିଛି କର୍ମୀ କହିଛନ୍ତି, ବିଜୟଙ୍କ ଅହଙ୍କାର ହିଁ ତାଙ୍କ ପରାଜୟର ମୁଖ୍ୟ କାରଣ । ଅନ୍ୟପଟେ ନବୀନ ପାଟକୁରା କଥା ବୁଝିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ପାଟକୁରାବାସୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details