ଓଡିଶା

odisha

ETV Bharat / state

ହରିଦାସପୁର-ପାରାଦ୍ବୀପ ରେଳଧାରଣାରେ କଟି ବୃଦ୍ଧାଙ୍କ ମୃତ୍ୟୁ - ଯଦୁପୁର ରୋଡ

ଯଦୁପୁର ରୋଡ ନିକଟ ପାରାଦ୍ବୀପ-ହରିଦାସପୁର ରେଳ ଧାରଣାରେ କଟି ବୃଦ୍ଧାଙ୍କ ମୃତ୍ୟୁ। ମୃତକ ମହିଳା ଜଣଙ୍କ ଓସ୍ତର ଗାଁର ସୀତା ସ୍ବାଇଁ ବୟସ ୭୫ ବର୍ଷ ବୋଲି ଜଣାପଡିଛି। ଅଧିକ ପଢନ୍ତୁ...

ହରିଦାସପୁର-ପାରାଦ୍ବୀପ ରେଳଧାରଣାରେ କଟି ବୃଦ୍ଧାଙ୍କ ମୃତ୍ୟୁ
ହରିଦାସପୁର-ପାରାଦ୍ବୀପ ରେଳଧାରଣାରେ କଟି ବୃଦ୍ଧାଙ୍କ ମୃତ୍ୟୁ

By

Published : Jan 18, 2021, 2:43 PM IST

କେନ୍ଦ୍ରାପଡ଼ା: ଯଦୁପୁର ରୋଡ ନିକଟ ପାରାଦ୍ବୀପ-ହରିଦାସପୁର ରେଳ ଧାରଣାରେ କଟି ବୃଦ୍ଧାଙ୍କ ମୃତ୍ୟୁ। ମୃତକ ମହିଳା ଜଣଙ୍କ ଓସ୍ତର ଗାଁର ସୀତା ସ୍ବାଇଁଙ୍କ ବୟସ ୭୫ ବର୍ଷ ବୋଲି ଜଣାପଡିଛି। ସୀତାଙ୍କ ପୁଅ ସନ୍ତୋଷଙ୍କ କହିବା ଅନୁଯାୟୀ ତାଙ୍କ ବୋଉଙ୍କର ଦୀର୍ଘଦିନ ହେବ ମାନସିକ ଅବସ୍ଥା ଠିକ୍ ନଥିଲା ଏବଂ ଏହି ଘଟଣା ପୂର୍ବରୁ ସୀତା ଦୁଇ ତିନିଥର ପୋଖରୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଏସବୁରୁ ଉଦ୍ଧାର କରିଛନ୍ତି ।

ହରିଦାସପୁର-ପାରାଦ୍ବୀପ ରେଳଧାରଣାରେ କଟି ବୃଦ୍ଧାଙ୍କ ମୃତ୍ୟୁ

ତେବେ ଆଜି ସକାଳୁ ଘରେ କାହାରିକୁ ନଜଣାଇ କେଉଁଆଡ଼େ ସୀତା ପଳାଇ ଯାଇଥିବା ବେଳେ ଦିନ ୯ଟା ସମୟରେ ଏହି ଖବର ପାଇଥିବା କହିଛନ୍ତି ସନ୍ତୋଷ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details