କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି 13 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ପଜିଟିଭ ସଂଖ୍ୟା 9 ଥିବା ବେଳେ ଆଜି 13 ଜଣ ସୁରଟ ଫେରନ୍ତାଙ୍କ ନିକଟରେ କୋରୋନା ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 22ରେ ପହଞ୍ଚିଥିବା ବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ବର୍ତ୍ତମାନ ଜିଲ୍ଲାର କୋରୋନା ପଜିଟିଭ ଆକ୍ଟିଭ ସଂଖ୍ୟା ୨୦ ରହିଥିବା ସୂଚନା ମିଳିଛି ।
କେନ୍ଦ୍ରାପଡାରେ 13 ନୂଆ କୋରୋନା ଆକ୍ରାନ୍ତ, ଭୟଭୀତ ନହେବାକୁ ଜିଲ୍ଲାପାଳଙ୍କ ପରାମର୍ଶ - 13 new corona positive cases in Kendrapara
କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି 13 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ପଜିଟିଭ ସଂଖ୍ୟା 9 ଥିବା ବେଳେ ଆଜି 13 ଜଣ ସୁରଟ ଫେରନ୍ତାଙ୍କ ନିକଟରେ କୋରୋନା ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...
ଭୟଭୀତ ନହେବାକୁ ଜିଲ୍ଲାପାଳଙ୍କ ପରାମର୍ଶ
କେନ୍ଦ୍ରାପଡାରେ 13 ନୂଆ କୋରୋନା ଆକ୍ରାନ୍ତ, ଭୟଭୀତ ନହେବାକୁ ଜିଲ୍ଲାପାଳଙ୍କ ପରାମର୍ଶ
ଆଜି ଚିହ୍ନଟ ଆକ୍ରାନ୍ତମାନେ କେନ୍ଦ୍ରାପଡା, ମହାକାଳପଡା ଓ ପଟ୍ଟାମୁଣ୍ଡାଇର ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ତେବେ ସମସ୍ତ ସୁରଟ ଫେରନ୍ତା ସରକାରୀ କ୍ବାରେଣ୍ଟାଇନରେ ରହୁଥିବାରୁ ଜନସାଧାରଣଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ