ଫୁଲବାଣୀ: କନ୍ଧମାଳ ଜିଲ୍ଲାର କେ.ନୂଆଁଗାଁ ଥାନା ଅନ୍ତର୍ଗତ କ୍ରିତାଙ୍ଗିଆର ଜଣଙ୍କର ମୃତ୍ୟୁ । ତେବେ ମୃତକ ସୁନୀତା ପ୍ରଧାନ ବୋଲି ଜଣାପଡିଛି। ତେବେ ସାପ କାମୁଡିବା ପରେ ଗୁଣି ଓ ଦେଶୀ ଚିକିତ୍ସା ମଧ୍ୟ କରାୟାଇଥିବା ସୂଚନା ରହିଛି ।
ଅନ୍ଧବିଶ୍ବାସ: ସର୍ପ ଦଂଶନ ପରେ ମହିଳାଙ୍କୁ ଗୁଣି ସହ ଦେଶୀ ଚିକିତ୍ସା - ଗୁଣି ସହ ଦେଶୀ ଚିକିତ୍ସା
କନ୍ଧମାଳ ଜିଲ୍ଲାର କେ.ନୂଆଁଗାଁ ଥାନା ଅନ୍ତର୍ଗତ କ୍ରିତାଙ୍ଗିଆର ଜଣଙ୍କର ମୃତ୍ୟୁ । ତେବେ ମୃତକ ସୁନୀତା ପ୍ରଧାନ ବୋଲି ଜଣାପଡିଛି।
ଫଟୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ
ଏହାପରେ ଅବସ୍ଥା ଅତି ଗୁରୁତର ହେବାରୁ ପ୍ରଥମେ ରାଇକିଆ ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ