ଓଡିଶା

odisha

ETV Bharat / state

କନ୍ଧମାଳକୁ ଲେଉଟିଲା ଜାଡ

କନ୍ଧମାଳକୁ ଲେଉଟିଲା ଜାଡ । ଜିଲ୍ଲାର ହାରାହାରି ତାପମାତ୍ରା ହଠାତ୍ ଆଠ ଡ଼ିଗ୍ରୀ କମିଯାଇଛି । ଅଧିକ ପଢନ୍ତୁ...

By

Published : Feb 2, 2021, 9:13 PM IST

winter returned to kandhamal
କନ୍ଧମାଳକୁ ଲେଉଟିଲା ଜାଡ

ଫୁଲବାଣୀ : କନ୍ଧମାଳ ଜିଲ୍ଲାକୁ ପୁଣି ଲେଉଟିଛି ଜାଡ। ଜିଲ୍ଲାର ହାରାହାରି ତାପମାତ୍ରା ହଠାତ୍ ଆଠ ଡ଼ିଗ୍ରୀ କମିଯାଇଛି। ଫୁଲବାଣୀରେ ଆଜିର ତାପମାତ୍ରା ୪.୫ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

କନ୍ଧମାଳକୁ ଲେଉଟିଲା ଜାଡ

ସେହିପରି ଦାରିଙ୍ଗବାଡିରେ ଆଜି(ମଙ୍ଗଳବାର) ୭.୫ ରହିଛି ତାପମାତ୍ରା । ଜିଲ୍ଲାକୁ ଘନ କୁହୁଡି ଢାଙ୍କି ରଖୁଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details