କନ୍ଧମାଳ: ଉତ୍କଳ ଦିବସରେ ନାହିଁ ବରପୁତ୍ରଙ୍କୁ ସମ୍ମାନ । କୋରୋନା ଭାଇରସକୁ ନେଇ ରାଜ୍ୟ ସରକାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ପାଳନ ଉପରେ କଟକଣା ଜାରି କରିଛନ୍ତି । ତେବେ ଏହାକୁ ନେଇ ସରକାର ନିରାଡାମ୍ବର ଭାବେ ଉତ୍କଳ ଦିବସ ପାଳନ ନେଇ ନିର୍ଦ୍ଦେଶ ଦେଇଥିଲେ । ହେଲେ କନ୍ଧମାଳ ଫୁଲବାଣୀରେ କୋରୋନା ଭୟରେ ପୂଜ୍ୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଖଣ୍ଡିଏ ଫୁଲ କି ଧୂପ ଟିକେ ଦିଆଗଲା ନାହିଁ ।
ଉତ୍କଳ ଦିବସରେ ଓଡିଆ ବରପୁତ୍ରଙ୍କୁ ନାହିଁ ସମ୍ମାନ - କୋରୋନା ଭୟରେ ପାଳନ ହେଲାନି ଉତ୍କଳ ଦିବସ
କୋରୋନା ଭାଇରସକୁ ନେଇ ରାଜ୍ୟ ସରକାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ପାଳନ ଉପରେ କଟକଣା ଜାରି କରିଛନ୍ତି । ହେଲେ କନ୍ଧମାଳ ଫୁଲବାଣୀରେ କୋରୋନା ଭୟରେ ପୂଜ୍ୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଖଣ୍ଡିଏ ଫୁଲ କି ଧୂପ ଟିକେ ଦିଆଗଲା ନାହିଁ । ଅଧିକ ପଢ଼ନ୍ତୁ...
ଓଡିଆ ବରପୁତ୍ର ନାହିଁ ସମ୍ମାନ
ଓଡିଆ ବରପୁତ୍ର ନାହିଁ ସମ୍ମାନ
ଫୁଲବାଣୀ ଗୋପବନ୍ଧୁ ଛକରେ ଉତ୍କଳମଣିଙ୍କୁ, ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଟିକେ ସମ୍ମାନ ପ୍ରଦର୍ଶନ କରାଯାଇନାହିଁ। ମାତ୍ର ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି କିଛି ବୁଦ୍ଧିଜୀବୀ । ଗହଳି ନକରି ମଧ୍ୟ ସମ୍ମାନ ଜଣାଇବାରେ କୌଣସି ଅସୁବିଧା ନ ଥିଲା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ
Last Updated : Apr 3, 2020, 10:06 AM IST