ଓଡିଶା

odisha

ETV Bharat / state

କନ୍ଧମାଳରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ ଆରମ୍ଭ - Kandhamal latest news

ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ ଫୁଲବାଣୀ ଠାରେ ଆରମ୍ଭ ହୋଇଛି । ୪୮ଜଣ ସିଙ୍ଗଲ ଖେଳାଳି ଭାଗନେଇଛନ୍ତି। ଅଧିକ ପଢନ୍ତୁ...

କନ୍ଧମାଳରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ ଆରମ୍ଭ
କନ୍ଧମାଳରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ ଆରମ୍ଭ

By

Published : Feb 15, 2021, 8:02 AM IST

ଫୁଲବାଣୀ: ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ ଫୁଲବାଣୀ ଠାରେ ଆରମ୍ଭ ହୋଇଛି। ଫୁଲବାଣୀ କନ୍ଧମାଳ ଷ୍ଟାଡିୟମ୍ ଇଣ୍ଡୋର୍ ହଲରେ ଚାମ୍ପିଅନସିପକୁ ଉଦଘାଟନ କରିଥିଲେ ପିଡି ଡିଆରଡିଏ ବିଶ୍ବରଞ୍ଜନ ନାୟକ।

କନ୍ଧମାଳରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ ଆରମ୍ଭ

୪୮ଜଣ ସିଙ୍ଗଲ ପାଇଁ ଭାଗ ନେଇଛନ୍ତି। ଦୁଇଦିନିଆ ଏହି ଖେଳରେ ଜିଲ୍ଲାର ଅନେକ ପ୍ରତିଭା ସାମିଲ ହେଉଛନ୍ତି। ଫୁଲବାଣୀ ସଟଲର ତରଫରୁ କରାଯାଉଛି ଏହି ଟୁର୍ଣ୍ଣାମେଣ୍ଟ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details