ଓଡିଶା

odisha

ETV Bharat / state

ନିର୍ବାଚନ ବାତିଲକୁ କନ୍ଧମାଳ ଛାତ୍ରସଂଗଠନ ବିରୋଧ - student election cancel

ସୋମବାର ଫୁଲବାଣୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଛାତ୍ରଛାତ୍ରୀମାନେ ମାଦିକୁନ୍ଦା ଛକରେ ବିକ୍ଷୋଭ କରିବା ସହିତ  ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

By

Published : Aug 27, 2019, 12:01 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସମେତ ସାରା ରାଜ୍ୟରେ କଲେଜ ନିର୍ବାଚନ ବନ୍ଦ କରିବାକୁ ନେଇ ଦୃଢ ବିରୋଧ କରିଛି ଛାତ୍ର ସଂଗଠନ। ଏନେଇ ସୋମବାର ଫୁଲବାଣୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ରଛାତ୍ରୀମାନେ ମାଦିକୁନ୍ଦା ଛକରେ ବିକ୍ଷୋଭ କରିବା ସହିତ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଏବିଭିପି ନିର୍ବାଚନ ଜିତିବା ଦେଖି ସରକାର ଏପରି ପଦକ୍ଷେପ ନେଇଥିବା ଛାତ୍ର ନେତା କହିଥିବା ବେଳେ ସରକାର ନିଷ୍ପତ୍ତି ନ ବଦଳାଇଲେ ଆନ୍ଦୋଳନ ଜୋରଦାର ହେବ ବୋଲି ସଂଗଠନ କହିଛି।


କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details