ଫୁଲବାଣୀ:ସହର ଚତୁଃପାର୍ଶ୍ଵରେ ଜଳୁଛି ଜଙ୍ଗଲ । ଯାହାର ପ୍ରଭାବରେ ଧୂଆଁରେ ଭରି ଯାଇଛି ସାରା ଫୁଲବାଣୀ ସହର । ଦିନବେଳେ ବି ସନ୍ଧ୍ୟାର ଭ୍ରମ ସୃଷ୍ଟି ହୋଇଛି । ଏପରିକି ଅଧିକ ଗରମ ଲାଗୁଥିବା ସହ ଲୋକେ ଶ୍ୱାସରୁଦ୍ଧ ଅନୁଭବ କରୁଛନ୍ତି ।
ଧୂଆଁମୟ ଫୁଲବାଣୀ, ଦିନ ପାଲଟିଛି ସନ୍ଧ୍ୟା - Smoky Phulbani due to forest burning
ଫୁଲବାଣୀ ଚତୁଃପାର୍ଶ୍ଵରେ ଜଳୁଛି ଜଙ୍ଗଲ । ଫଳସୂରୁପ ସହର ସମ୍ପୂର୍ଣ୍ଣ ଧୂଆଁରେ ଭରି ଯାଇ ମେଘୁଆ ପାଗ ପରି ଦୃଷ୍ଟିଗୋଚର ହେଉଛି । ଅଧିକ ପଢନ୍ତୁ...
ଧୂଆଁମୟ ଫୁଲବାଣୀ, ଦିନ ପାଲଟିଛି ସନ୍ଧ୍ୟା
ଫୁଲବାଣୀ ସହର ଚାରିପଟେ ନାରାୟଣୀ ପାହାଡ଼, ସାର୍ତାଗୁଡ଼ା ପାହାଡ଼, ଆଲାମି ପାହାଡ଼ ଜଙ୍ଗଲରେ ନିଆଁ ଲାଗିଛି । ଫଳରେ ପ୍ରବଳ ଧୂଆଁରେ ସହର ଭରିଯାଇ ମେଘୁଆ ପାଗ ପରି ଦୃଷ୍ଟିଗୋଚର ହେଉଛି । ବନ ବିଭାଗ ବିଭିନ୍ନ ସ୍ଥାନରେ ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ