ଫୁଲବାଣୀ:ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ । ଜମିର ପୁରୁଣା ରେକର୍ଡ କପି ଦେବା ପାଇଁ ୨୦୦୦ ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଫୁଲବାଣୀ ଭିଜିଲାନ୍ସ । ଜିଲ୍ଲାପାଳଙ୍କ ଅଫିସ୍ ରେକର୍ଡ ରୁମ ଇନଚାର୍ଜ ଅଶୋକ କୁମାର ପଟ୍ଟନାୟକଙ୍କୁ ଗିରଫ କରିଛି ।
ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, କହିଲେ ମୋତେ ଫସାଯାଇଛି - କନ୍ଧମାଳରେ ଭିଜିଲାନ୍ସ ଚଢାଉ
2 ହଜାର ଟଙ୍କା ଲାଞ୍ଚ ନେଉ ଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେକର୍ଡ ରୁମ୍ ଇନଚାର୍ଜ । ଅଧିକ ପଢନ୍ତୁ...
ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, କହିଲେ ମୋତେ ଫସାଯାଇଛି
ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, କହିଲେ ମୋତେ ଫସାଯାଇଛି
ସେହି ଅନୁସାରେ ୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଫୁଲବାଣୀ ଭିଜିଲାନ୍ସ ଟିମ୍ ଚଢାଉ କରି କିରାଣୀଙ୍କୁ ଗିରଫ କରିଛନ୍ତି । ଏଥିସହ ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛି ଭିଜିଲାନ୍ସ । ପରେ କିରାଣୀଙ୍କ ସରକାରୀ କ୍ୱାଟରରେ ଖାନତଲାସୀ କରାଯାଇଛି । ଅନ୍ୟପଟେ ମୋତେ ଫସାଯାଇଛି ବୋଲି କହିଛନ୍ତି ଅଶୋକ କୁମାର ପଟ୍ଟନାୟକ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ
Last Updated : Mar 23, 2021, 10:50 PM IST