ଓଡିଶା

odisha

By

Published : Aug 15, 2020, 9:00 AM IST

ETV Bharat / state

74ତମ ସ୍ବାଧୀନତା ଦିବସ, କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଆଜି ସାରା ଦେଶ ପାଳୁଛି 74 ତମ ସ୍ବାଧୀନତା ଦିବସ । ଏହି ଅବସରରେ କନ୍ଧମାଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

security tight in kandhamal
ସ୍ବାଧୀନତା ଦିବସ ଅବସରରେ କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଫୁଲବାଣୀ: ଆଜି ସାରା ଦେଶ ପାଳୁଛି 74 ତମ ସ୍ବାଧୀନତା ଦିବସ । ଏହି ଅବସରରେ କନ୍ଧମାଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସ୍ବାଧୀନତା ଦିବସ ଅବସରରେ କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡାକଡି

ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାରେ କୁମ୍ବିଂ ଅପରେସନ ଜାରି ରହିଛି । ଏହା ସହିତ ଉତ୍ସବ ସ୍ଥଳକୁ ସମ୍ପୂର୍ଣ୍ଣ ସୁରକ୍ଷା ବଳୟରେ ରଖାଯାଇଛି। କେବଳ ଫୁଲବାଣୀରେ ହିଁ 5 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସେହିପରି ବାଲିଗୁଡ଼ା ଓ ଅନ୍ୟ ସ୍ଥାନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details