ଓଡିଶା

odisha

ETV Bharat / state

ଅଦିନିଆ ବର୍ଷାରେ ଭିଜୁଛି ଓଡିଶା, କନ୍ଧମାଳରେ ଜନଜୀବନ ପ୍ରଭାବିତ - କନ୍ଧମାଳରେ ଅଦିନିଆ ବର୍ଷା

କନ୍ଧମାଳରେ ଲାଗି ରହିଛି ବର୍ଷା । ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

rain in kandhamal
ଅଦିନିଆ ବର୍ଷାରେ ଭିଜୁଛି ଓଡିଶା, କନ୍ଧମାଳରେ ଜନଜୀବନ ପ୍ରଭାବିତ

By

Published : Jan 3, 2020, 11:27 PM IST

ଫୁଲବାଣୀ: ଅଦିନିଆ ବର୍ଷାରେ ଭିଜୁଛି ଓଡିଶା । ଯାହାର ପ୍ରଭାବ କନ୍ଧମାଳ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲାରେ ଲାଗି ରହିଛି ଝିପିଝିପି ବର୍ଷା । ଶୀତମାଡକୁ ଏପଟେ ଅଦିନିଆ ବର୍ଷା, ଫଳରେ ଜନଜୀବନ ପ୍ରଭାବିତ ହୋଇଛି ।

ଅଦିନିଆ ବର୍ଷାରେ ଭିଜୁଛି ଓଡିଶା, କନ୍ଧମାଳରେ ଜନଜୀବନ ପ୍ରଭାବିତ

ଫୁଲବାଣୀ, ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ, ଫିରିଙ୍ଗିଆ, ଖଜୁରିପଡା ସବୁଠି ଲଗାଣବର୍ଷାକୁ କୋହଲା ପାଗ ଲାଗିରହିଛି । ଫଳରେ ବଡଦିନ ଛୁଟି ପରେ ଶୁକ୍ରବାର ସ୍କୁଲ ଖୋଲିଥିବାରୁ ଛାତ୍ରଛାତ୍ରୀ ନାନା ହଇରାଣ ହରକତ ହୋଇଛନ୍ତି । ଅନ୍ୟପଟେ ଆଗକୁ ଦୁଇ ଦିନ ଏପରି ପାଗ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details