ଓଡିଶା

odisha

ETV Bharat / state

ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା: କନ୍ଧମାଳ ସାମ୍ବାଦିକ ସଂଘର ପ୍ରତିବାଦ - କନ୍ଧମାଳ ସାମ୍ବାଦିକ ସଂଘ

ରାଜ୍ୟରେ ବଢିଚାଲିଛି ସାମ୍ବାଦିକଙ୍କ ଉପରେ ଆକ୍ରମଣ। କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଲଗାତାର ଆକ୍ରମଣ ହେଉଛି। ଏହାର ପ୍ରତିବାଦ କରିଛି କନ୍ଧମାଳ କାର୍ଯ୍ୟରତ ସାମ୍ବାଦିକ ସଂଘ।

d_protest for journalistic rights in kandhamala
ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା

By

Published : Dec 30, 2019, 10:14 PM IST

କନ୍ଧମାଳ: ରାଜ୍ୟରେ ବଢିଚାଲିଛି ସାମ୍ବାଦିକଙ୍କ ଉପରେ ଆକ୍ରମଣ। କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଲଗାତାର ଆକ୍ରମଣ ହେଉଛି। ଏହାର ପ୍ରତିବାଦ କରିଛି କନ୍ଧମାଳ କାର୍ଯ୍ୟରତ ସାମ୍ବାଦିକ ସଂଘ। ତୁରନ୍ତ ସରକାର ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ଆଣିବାକୁ ଦାବି କରିଛି ସଂଘ। ଫୁଲବାଣୀ ଗୋପବନ୍ଧୁ ଛକ ଠାରେ ଏକତ୍ରୀତ ହୋଇ ସମସ୍ତେ ପ୍ରତିବାଦ କରିବା ପରେ ଶୋଭାଯାତ୍ରାରେ ଯାଇ ଜିଲ୍ଳାପାଳଙ୍କ ଅଫିସରେ ପହଞ୍ଚିଥିଲେ।ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ପ୍ରଦାନ କରିଥିଲେ।

ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details