ଫୁଲବାଣୀ: ଫୁଲବାଣୀ ସହରରୁ ହଟିଲା ଦଳୀୟ ହୋଡିଂ । ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଏବେ ରାଜନୀତି ସରଗରମ ଥିବା ଦେଖିବାକୁ ମିଳିଛି । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି । ରାଜ୍ୟରେ ତ୍ରିସ୍ତରୀୟ ଆଚରଣ ବିଧି ଲାଗିବା ପରେ କନ୍ଧମାଳ ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଫୁଲବାଣୀ ସହରରେ ଥିବା ସମସ୍ତ ରାଜନୈତିକ ଦଳ ବିଜ୍ଞାପନ ହୋଡିଂକୁ ହଟାଇ ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଫଟୋ ତଥା ଦଳୀୟ ପ୍ରଚାର ହୋଡିଂ ଏବଂ ଦଳୀୟ ପତ୍ତାକା ଆଦି ହଟାଇ ଦିଆ ଯିବାର ଦେଖିବାକୁ ମିଳିଛି । ସ୍ଥାନୀୟ ମ୍ୟୁନିସିପାଲଟି ପକ୍ଷରୁ ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ନେତୃତ୍ବରେ ସାରା ସହର ବୁଲି ସବୁ ହୋଡିଂକୁ ବାହାର କରିଦିଆଯାଇଛି ।
ଫୁଲବାଣୀ ସହରରୁ ହଟିଲା ଦଳୀୟ ହୋଡିଂ - ଫୁଲବାଣୀ ସହରରୁ ହଟିଲା ଦଳୀୟ ହୋଡିଂ
ଫୁଲବାଣୀ ସହରରୁ ହଟିଲା ଦଳୀୟ ହୋଡିଂ । ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଏବେ ରାଜନୀତି ସରଗରମ ଥିବା ଦେଖିବାକୁ ମିଳିଛି । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି । ଅଧିକ ପଢ଼ନ୍ତୁ
ଫୁଲବାଣୀ ସହରରୁ ହଟିଲା ଦଳୀୟ ହୋଡିଂ
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ