ଓଡିଶା

odisha

ETV Bharat / state

ଜୁଆ ଆଡ୍ଡାରେ ଚଢାଉ, 7 ଗିରଫ - ଆଡ୍ଡାସ୍ଥଳୀରେ ପୋଲିସର ଚଢାଉ

କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ଦୁଇଟି ଜୁଆ ଆଡ୍ଡାସ୍ଥଳୀରେ ଚଢାଉ କରିଛି ପୋଲିସ । ଏଥିରେ ପୋଲିସ 7 ଜଣଙ୍କୁ ଗିରଫ କରିଛି ।

ଜୁଆ ଆଡ୍ଡାରେ ଚଢାଉ, 7 ଗିରଫ

By

Published : Nov 12, 2019, 11:12 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ଦୁଇଟି ଜୁଆ ଆଡ୍ଡାସ୍ଥଳୀରେ ଚଢାଉ କରିଛି ପୋଲିସ । ସହରର ପଣସପୋଡି ଓ କନ୍ଧସାହିର ଏକ ନିର୍ଦିଷ୍ଟ ସ୍ଥାନରେ ବାଲିଗୁଡା ପୋଲିସ ଚଢାଉ କରି 7 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଜୁଆ ଆଡ୍ଡାରେ ଚଢାଉ, 7 ଗିରଫ


ଜୁଆ ଆଡ୍ଡାସ୍ଥଳୀରୁ ତାସ ଓ ଅନ୍ୟାନ୍ୟ ଜିନିଷ ଜବତ କରିଛି । ଦୀର୍ଘ ଦିନ ଧରି ଚାଲିଥିବା ଏହି ଆଡ୍ଡାରେ ରିତିମତ ଖେଳ ଚାଲିଥିଲା ଓ ପୋଲିସ ଯୋଜନା କରି ମଙ୍ଗଳବାର ଚଢାଉ କରିଥିଲା ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ।


କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details