ଓଡିଶା

odisha

ETV Bharat / state

କୋରୋନା ଲଢେଇ: ସିଏମ୍‌ ରିଲିଫ ଫାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କଲା ଏକ ଜନ ସଂଗଠନ

କୋରୋନା ଲଢେଇ ପାଇଁ ଆର୍ଥିକ ସହାୟତା ପ୍ରଦାନ କଲା କନ୍ଧମାଳ ଶଙ୍କରାଖୋଲର ଜନ ସଂଗଠନ । ଅଧିକ ପଢନ୍ତୁ...

By

Published : Apr 23, 2020, 10:35 PM IST

Updated : Apr 24, 2020, 11:48 AM IST

people provides financial support  for the Corona fight
କୋରୋନା ଲଢେଇ: ସିଏମ୍‌ ରିଲିଫ ଫାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କଲା ଏକ ଜନ ସଂଗଠନ

ଫୁଲବାଣୀ: ମହାମାରୀ କୋରୋନା ଲଢେଇ ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି କିଛି ଜନ ସଂଗଠନ । ଏଥିରେ ସାମିଲ ହୋଇଛି କନ୍ଧମାଳ ଶଙ୍କରାଖୋଲର ଜନ ସଂଗଠନ ।

କୋରୋନା ଲଢେଇ: ସିଏମ୍‌ ରିଲିଫ ଫାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କଲା ଏକ ଜନ ସଂଗଠନ

ଫୁଲବାଣୀ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫାଣ୍ଠି ପାଇଁ ଏକ ଚେକ୍‌ ପ୍ରଦାନ କରିଛନ୍ତି। ସଂଗଠନର ଏଭଳି କାର୍ଯ୍ୟ ପାଇଁ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଦେଇଛନ୍ତି । ଜିଲ୍ଲାର ଅନେକ ସଂଗଠନ ଓ ବ୍ୟକ୍ତିବିଶେଷ କୋରୋନା ଲଢେଇ ପାଇଁ ସରକାରଙ୍କୁ ଦାନ ଲଗାତାର କରୁଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

Last Updated : Apr 24, 2020, 11:48 AM IST

For All Latest Updates

ABOUT THE AUTHOR

...view details