ଓଡିଶା

odisha

ETV Bharat / state

ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠାକୁ କନ୍ଧମାଳରେ ବିରୋଧ - crpf camp latest news

ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠାକୁ ନେଇ କନ୍ଧମାଳରେ ବିରୋଧ । ମହାସିଙ୍ଘର ଶହେ ଏକର ଜମିରେ ପ୍ରସ୍ତାବିତ କ୍ୟାମ୍ପକୁ ବିରୋଧ କରୁଛନ୍ତି ପଞ୍ଚାୟତ ବାସୀ । ଅଧିକ ପଢନ୍ତୁ..

ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠାକୁ କନ୍ଧମାଳରେ ପ୍ରବଳ ବିରୋଧ

By

Published : Oct 15, 2019, 7:17 PM IST

Updated : Oct 16, 2019, 1:48 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହାସିଙ୍ଘ ଠାରେ ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠାକୁ ନେଇ ବିରୋଧ । ମହାସିଙ୍ଘ ପଞ୍ଚାୟତବାସୀ ଏନେଇ ପ୍ରବଳ ବିରୋଧ ଆରମ୍ଭ କରିଛନ୍ତି । ମହାସିଙ୍ଘର ଶହେ ଏକର ଜମିରେ ପ୍ରସ୍ତାବିତ କ୍ୟାମ୍ପକୁ ବିରୋଧ କରୁଛନ୍ତି ପଞ୍ଚାୟତବାସୀ।

ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠାକୁ କନ୍ଧମାଳରେ ପ୍ରବଳ ବିରୋଧ

ଖବର ଅନୁଯାୟୀ, ପଞ୍ଚାୟତର ଏହି ଗୁରୁତ୍ବପୂର୍ଣ୍ଣ ଜମି ନେଇଗଲେ ସେଠାକାର ପଞ୍ଚାୟତବାସୀଙ୍କ ଜୀବନ ଜୀବିକା ବନ୍ଦ ହୋଇଯିବ ବୋଲି ଅଭିଯୋଗ ହୋଇଛି । ଏଠାକାର ବାସିନ୍ଦା ଜଙ୍ଗଲରୁ ମିଳୁଥିବା ମହୁଲ, ଝୁଣା, ଶିଆଳି ପତ୍ର ପ୍ରଭୃତି ସଂଗ୍ରହ କରନ୍ତି ।

ତେଣୁ ଏଠାରେ କ୍ୟାମ୍ପ ପ୍ରତିଷ୍ଠା କଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି କହିଛନ୍ତି ସରପଞ୍ଚ । ତେବେ ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇଛୁ । ଦାବି ନଶୁଣିଲେ ଆଗକୁ ଆନ୍ଦୋଳନ ବ୍ୟାପକ କରିବୁ ବୋଲି ଚେତାବନୀ ଦେଇଛନ୍ତି ।


କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Oct 16, 2019, 1:48 PM IST

ABOUT THE AUTHOR

...view details