ଓଡିଶା

odisha

ETV Bharat / state

ଖ୍ରୀଷ୍ଟମାସ ପାଇଁ ଉତ୍ସବମୁଖର କନ୍ଧମାଳ - ଖ୍ରୀଷ୍ଟମାସ ଉତ୍ସବ

କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଛି ଖ୍ରୀଷ୍ଟମାସ ଉତ୍ସବ। ଆଜି ମଧ୍ୟରାତ୍ରରୁ ଖ୍ରୀଷ୍ଟମାସ ପର୍ବ ଓ ଯୀଶୁଙ୍କ ଜନ୍ମୋତ୍ସଵ ପାଇଁ ଚର୍ଚ୍ଚମାନଙ୍କରେ ବିଶେଷ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି ।

kandhamal
ଖ୍ରୀଷ୍ଟମାସ ପାଇଁ ଉତ୍ସବମୁଖର କନ୍ଧମାଳ

By

Published : Dec 24, 2019, 7:10 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଛି ଖ୍ରୀଷ୍ଟମାସ ଉତ୍ସବ। ସୋମବାର ଫୁଲବାଣୀ ସମେତ ଜିଲ୍ଲାର ବାପଟିଷ୍ଟ ଚର୍ଚ୍ଚ ମାନଙ୍କରେ କ୍ୟାରୋଲ ପାଠ ସହ ପ୍ରଭୁ ଯୀଶୁଙ୍କ ନାମରେ ସଙ୍ଗୀତ ଗାନ ଓ ସମୂହ ପ୍ରାର୍ଥନା କରାଯାଇଛି । ଆଜି ସନ୍ଧ୍ୟାରେ ଖ୍ରୀଷ୍ଟମାସ ଟ୍ରି ସହିତ ଖ୍ରୀଷ୍ଟ ଜନ୍ମ ଉତ୍ସବ ଆୟୋଜନ କରାଯିବ।

ଖ୍ରୀଷ୍ଟମାସ ପାଇଁ ଉତ୍ସବମୁଖର କନ୍ଧମାଳ

ଜିଲ୍ଲାର ତିନି ଶହରୁ ଅଧିକ ଚର୍ଚ୍ଚ ଓ ପ୍ରାର୍ଥନା ଗୃହରେ ଗତକାଲି କ୍ୟାରୋଲ ଓ ପ୍ରାର୍ଥନା କରାଯାଇଛି । ଆଜି ସନ୍ଧ୍ୟାରେ ଖ୍ରୀଷ୍ଟମାସ ପର୍ବ ଓ ଯୀଶୁଙ୍କ ଜନ୍ମୋତ୍ସଵ ପାଇଁ ଚର୍ଚ୍ଚମାନଙ୍କରେ ବିଶେଷ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି ।


କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details