ଓଡିଶା

odisha

ETV Bharat / state

କନ୍ଧମାଳରେ ସରକାରୀ ମେଡିକାଲ ପ୍ରତିଷ୍ଠା ଦାବୀରେ ଗଣଧାରଣା - ସରକାରୀ ମେଡିକାଲ କଲେଜ ସ୍ଥାପନ ଦାବି

ସରକାରୀ ମେଡିକାଲ କଲେଜ ସ୍ଥାପନ, ରେଳ ସଂଯୋଗ ଓ ଜମିପଟ୍ଟା ପ୍ରଦାନ ଆଦି 3 ଦଫା ଦାବିରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଗଣଧାରଣା ଆରମ୍ଭ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

By

Published : Oct 3, 2019, 1:35 AM IST

କନ୍ଧମାଳ: ସରକାରୀ ମେଡିକାଲ କଲେଜ ସ୍ଥାପନ, ରେଳ ସଂଯୋଗ ଓ ଜମିପଟ୍ଟା ପ୍ରଦାନ ଦାବିରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଗଣଧାରଣା ଆରମ୍ଭ ହୋଇଛି। ଗଣ ସଂଗଠନ କନ୍ଧମାଳ ପିପୁଲସ ଫୋରମ ପକ୍ଷରୁ ଏହି ଗଣଧାରଣା ଦିଆଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ବିଭିନ୍ନ ରାଜନୈତିକ ଦଳର କର୍ମକର୍ତା ମଧ୍ୟ ଏହି ଧାରଣାରେ ସାମିଲ ହୋଇଥିଲେ । ଖୁବଶୀଘ୍ର ଦାବୀ ପୂରଣ ନହେଲେ ଆଗକୁ ଏପରି ଗଣ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀଙ୍କ ପକ୍ଷରୁ କୁହାଯାଇଛି। ତେବେ ଏନେଇ ଆନ୍ଦୋଳନକାରୀଙ୍କ ସହ ଅଧିକ ଆଲୋଚା କରିଥିଲେ ଆମ କନ୍ଧମାଳ ପ୍ରତିନିଧି ।

କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ ।

ABOUT THE AUTHOR

...view details