ଓଡିଶା

odisha

ମହାମାରୀ ପାଇଁ ଖାଁ ଖାଁ ମନ୍ଦିର, ମହାବିଷୁବ ସଂକ୍ରାନ୍ତି ସତ୍ତ୍ବେ ଆସିଲେନି ଶ୍ରଦ୍ଧାଳୁ

By

Published : Apr 13, 2020, 8:45 PM IST

ମହାମାରୀ ପାଇଁ ଖାଁ ଖାଁ ଦେବାଳୟ । ଲକ ଡାଉନ କଟକଣା ଯୋଗୁଁ ମନ୍ଦିରକୁ ଆସିଲେନି ଭକ୍ତ । ଅଧିକ ପଢନ୍ତୁ....

Devotees did not come to the temple due to the lock down in kandhamal
ମହାମାରୀ ପାଇଁ ଖାଁ ଖାଁ ଦେବାଳୟ , ମହାବିଷୁବ ସଂକ୍ରାନ୍ତି ସତ୍ତ୍ବେ ଆସିଲେନି ମନ୍ଦିର

କନ୍ଧମାଳ: ମହାବିଷୁବ ସଂକ୍ରାନ୍ତି, ଓଡ଼ିଆଙ୍କ ନୂଆ ବର୍ଷ । କିନ୍ତୁ ମହାମାରୀ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନ ଗୁଡିକରେ ଏହି ପର୍ବ ଫିକା ପଡିଯାଇଛି । କନ୍ଧମାଳରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ପ୍ରଶାସନର କଟକଣା ଯୋଗୁଁ ଭକ୍ତମାନେ ମନ୍ଦିରକୁ ଯାଉ ନଥିଲେ। ଜିଲ୍ଲାର ସମସ୍ତ ମନ୍ଦିରରେ ପୋଲିସ ମୃତୟନ କରାଯାଇଛି । ଫଳରେ କେବଳ ମନ୍ଦିରରେ ନୀତିକାନ୍ତି କରାଯାଉଛି ।

ମହାମାରୀ ପାଇଁ ଖାଁ ଖାଁ ଦେବାଳୟ , ମହାବିଷୁବ ସଂକ୍ରାନ୍ତି ସତ୍ତ୍ବେ ଆସିଲେନି ମନ୍ଦିର

କେତେକ ମନ୍ଦିରରେ ଶ୍ରଦ୍ଧାଳୁ ଅମାନିଆ ହୋଇ ଆସିଥିଲେ ମଧ୍ୟ ପରେ ପୋଲିସ ସେମାନଙ୍କୁ ଘଉଡାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details