ଫୁଲବାଣୀ: କାଶ୍ମୀର ଦାରିଙ୍ଗବାଡିର ଉନ୍ନୟନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ହିଲ ଭିୟ୍ୟୁ ପାର୍କରେ ଆଜି ଆରମ୍ଭ ହୋଇଛି ଟଏ ଟ୍ରେନ୍ ଚଳାଚଳ । ଯାହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ବିନ୍ଦୁ ପାଲଟିବ ।
ଓଡିଶା କାଶ୍ମୀରରେ ଚାଲିଲା 'ଟଏ ଟ୍ରେନ୍' - development work started in odisha kashmir 'daringibadi'
ଦାରିଙ୍ଗବାଡି ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ସହିତ ଇକୋ ଓ ଇଥ୍ନୋ ଟୁରିଜିମ୍ ପାଇଁ ପରିଚିତ । ଏଥିପାଇଁ ଏହି ପର୍ଯ୍ୟଟନସ୍ଥଳୀରେ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହୋଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
ଓଡିଶାରେ ତୁଷାରପାତ ଦେଖିବାକୁ ଏବଂ ପ୍ରକୃତି ସହିତ ସମୟ ବିତାଇବା ପାଇଁ ଶୀତ ଋତୁରେ ରାଜ୍ୟ ତଥା ରାଜ୍ୟ ବାହାରୁ ଓ ବିଦେଶରୁ ଅନେକ ପର୍ଯ୍ୟଟକଙ୍କ ଦାରିଙ୍ଗବାଡିକୁ ଆସିଥାନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ