ଫୁଲବାଣୀ : ସାରା ଦେଶରେ ଲକ ଡାଉନ ଜାରି ରହିଛି । ଏହାର ସିଧା ସଳଖ ପ୍ରଭାବ ଗରିବ ଓ ଖଟିଖିଆଙ୍କ ଉପରେ ପଡୁଛି । ଲକ ଡାଉନ ଯୋଗୁଁ ଗରିବ ଖଟିଖିଆଙ୍କ ଘରେ ଚୁଲି ଜଳୁ ନାହିଁ । ସେହିପରି, ଫୁଲବାଣୀର ମା ମଙ୍ଗଳା ସାହିରେ ବିପିଏଲ ପରିବାରକୁ ସରାକରୀ ସହାୟତା ମିଳୁ ନଥିବା ଅଭିଯୋଗ ହୋଇଛି ।
ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ବିପିଏଲ ହିତାଧିକାରୀ - BPL beneficiaries are looking for government compensation
ଲକ ଡାଉନ ପାଇଁ ଦିନ ମଜୁରିଆଙ୍କ ଘରେ ଜଳୁନି ଚୁଲି । ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ବିପିଏଲ ହିତାଧିକାରୀ । ଅଧିକ ପଢନ୍ତୁ...
ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ବିପିଏଲ ହିତାଧିକାରୀ
ହାତରେ କାମଧନ୍ଦା ନ ଥିବାରୁ ହିତାଧିକାରୀ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି । ତେବେ ଏହି ସାହିରେ 40ରୁ ଅଧିକ ପରିବାର ରହୁଛନ୍ତି । ତେବେ, ଏନେଇ ଅଧିକ ହିତାଧିକାରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ
Last Updated : Apr 9, 2020, 1:35 PM IST
TAGGED:
kandhamala lockdown