ଓଡିଶା

odisha

ETV Bharat / state

ସିଏଏ ସଚେତନ ନେଇ ଫୁଲବାଣୀରେ ବିଜେପିର ଜାଗରଣ ପଦଯାତ୍ରା - ସିଏଏ ସଚେତନ ନେଇ ବିଜେପିର ଜାଗରଣ ପଦଯାତ୍ରା

ଲୋକଙ୍କ ମଧ୍ୟରେ ସିଏଏ ନେଇ ସଚେତନତା ସୃଷ୍ଟି କରିବା ପାଇଁ କନ୍ଧମାଳ ଜିଲ୍ଲାରେ ବିଜେପି ଆୟୋଜନ କରିଛି ଜନ ଜାଗରଣ ପଦଯାତ୍ରା।

Jagran Jatra
ବିଜେପିର ଜାଗରଣ ପଦଯାତ୍ରା

By

Published : Jan 20, 2020, 7:59 PM IST

ଫୁଲବାଣୀ: ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କନ୍ଧମାଳ ଜିଲ୍ଲାରେ ବିଜେପି ଆୟୋଜନ କରିଛି ଜନ ଜାଗରଣ ପଦଯାତ୍ରା। ଫୁଲବାଣୀ ମାଦିକୁନ୍ଦା ଛକରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଛି ।

ବିଜେପିର ଜାଗରଣ ପଦଯାତ୍ରା

ବିଭିନ୍ନ ସ୍ଲୋଗାନ ଦେଇ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି ବିଜେପି ନେତା। ବିଜୁ ପଟ୍ଟନାୟକ ଛକ ଠାରେ ଅନୁଷ୍ଠିତ ସଚେତନତା ସମାବେଶରେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତା କଂଗ୍ରେସକୁ କଡା ସମାଲୋଚନା କରିଥିଲେ।

ଏହି ପଦଯାତ୍ରାରେ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ଅନେକ ବିଜେପି ନେତା ଯୋଗ ଦେଇଥିଲେ।


କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ ।

ABOUT THE AUTHOR

...view details