ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ମେଡ଼ିକାଲ କଲେଜ ସ୍ଥାପନକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବିଜେଡି ଓ ବିଜେପି ଶ୍ରେୟ ନେବାକୁ ଦୌଡ ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର 60 ପ୍ରତିଶତ ଅର୍ଥ ଦେଉଥିବା ବେଳେ ରାଜ୍ୟ ମାତ୍ର 40 ପ୍ରତିଶତ ଦେଉଛି । ମିଛ ପ୍ରଚାର ନକରିବାକୁ ବିଜେପି ବିଜୁ ଜନତା ଦଳକୁ ଚେତାଇ ଦେଇଛି ।
କନ୍ଧମାଳରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ବିଜେପିର ଟାର୍ଗେଟ - କନ୍ଧମାଳ ମେଡ଼ିକାଲ କଲେଜ ସ୍ଥାପନ
କନ୍ଧମାଳ ଜିଲ୍ଲାରେ ମେଡ଼ିକାଲ କଲେଜ ସ୍ଥାପନ ପାଇଁ କେନ୍ଦ୍ର ଅଧିକ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ବିଜେଡି ମିଛ ପ୍ରଚାର କରୁଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତା ଖାରବେଳ ସ୍ବାଇଁ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
କନ୍ଧମାଳରୁ ସଦାଶିଵ ପାତ୍ର,ଇଟିଭି ଭାରତ