ଭୁବନେଶ୍ବର: କନ୍ଧମାଳ ଜିଲ୍ଲାର ଜି- ଉଦୟଗିରି ନିର୍ବାଚନ ମଣ୍ଡଳୀର 4 ବ୍ଲକ ଦଖଲ କରିବ ବିଜେଡି । 4 ବ୍ଳକରେ ଚେୟାରମ୍ୟାନ ଅଧ୍ୟକ୍ଷ ବିଜେଡି ଦଖଲକୁ ଆସିବ । ଏହି ଦାବି କରିଛନ୍ତି ଜି- ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ।
ଜି ଉଦୟଗିରି ନିର୍ବାଚନ ମଣ୍ଡଳୀର ୪ ବ୍ଲକ ଦଖଲ କରିବ ବିଜେଡି: ସାଲୁଗା ପ୍ରଧାନ - ଜି ଉଦୟଗିରିର ୪ ବ୍ଲକ ଦଖଲ କରିବ କହିଲେ ବିଧାୟକ ସାଲୁଗା ପ୍ରଧାନ
କନ୍ଧମାଳ ଜିଲ୍ଲାର ଜି- ଉଦୟଗିରି ନିର୍ବାଚନ ମଣ୍ଡଳୀର 4 ବ୍ଲକ ଦଖଲ କରିବ ବିଜେଡି । 4 ବ୍ଳକରେ ଚେୟାରମ୍ୟାନ ଅଧ୍ୟକ୍ଷ ବିଜେଡି ଦଖଲକୁ ଆସିବ । ଏହି ଦାବି କରିଛନ୍ତି ଜି- ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ । ଅଧିକ ପଢନ୍ତୁ
ଜି ଉଦୟଗିରି ନିର୍ବାଚନ ମଣ୍ଡଳୀର ୪ ବ୍ଲକ ଦଖଲ କରିବ ବିଜେଡି: ସାଲୁଗା ପ୍ରଧାନ
ବିଧାୟକ କହିଛନ୍ତି ଯେ, କନ୍ଧମାଳ ଜିଲ୍ଲାର ଜି- ଉଦୟଗିରି ନିର୍ବାଚନ ମଣ୍ଡଳୀର 4 ବ୍ଲକ ଦଖଲ କରିବ ବିଜେଡି । 4 ବ୍ଳକରେ ଚେୟାରମ୍ୟାନ ଅଧ୍ୟକ୍ଷ ବିଜେଡି ଦଖଲକୁ ଆସିବ । ଜି ଉଦୟଗିରି, ଦାରିଙ୍ଗବାଡି, ଟିକାବାଲି ଓ ରାଇକିଆ ବ୍ଲକ ବିଜେଡି ଦଖଲ କରିବ ବୋଲି ଦାବି କରିଛନ୍ତି ଜି- ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ