କଳାହାଣ୍ଡି: ଜଙ୍ଗଲ ଓ ପରିବେଶ ବିଭାଗ ସହ ଓଡ଼ିଆ ବାଉଁଶ ଉନ୍ନୟନ ସଂସ୍ଥାର ମିଳିତ ସହଯୋଗରେ ଉତ୍ତର ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ବାଉଁଶରୁ ଲୋକେ କେମିତି ବିଭିନ୍ନ ଘର ଉପକରଣ ସବୁ ନିର୍ମାଣ କରିପାରିବେ ।
ବାଉଁଶ କାରୁକାର୍ଯ୍ୟରୁ ସ୍ବାବଲମ୍ବୀ ଚିନ୍ତା - kalahandi news
ଜଙ୍ଗଲ ଓ ପରିବେଶ ବିଭାଗ ସହ ଓଡ଼ିଆ ବାଉଁଶ ଉନ୍ନୟନ ସଂସ୍ଥାର ମିଳିତ ସହଯୋଗରେ ଉତ୍ତର ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧିକ ଖବର ପଢନ୍ତୁ...

ବାଉଁଶ କାରୁକାର୍ଯ୍ୟରୁ ସ୍ବାବଲମ୍ବୀ ଚିନ୍ତା
ବାଉଁଶ କାରୁକାର୍ଯ୍ୟରୁ ସ୍ବାବଲମ୍ବୀ ଚିନ୍ତା
ଏହା ସହ କାରିଗର ମାନେ କିଭଳି ସ୍ବାବଲମ୍ବୀ ହୋଇପାରିବେ ସେ ନେଇ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ବାଉଁଶ କାରିଗର ଓ ବନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ