ଓଡିଶା

odisha

ETV Bharat / state

ବେଆଇନ ପିଡ଼ିଏସ ଚାଉଳ ଗଚ୍ଛିତ ଅଭିଯୋଗ, ଯୋଗାଣ ବିଭାଗ ଓ ପୋଲିସର ଚଢ଼ାଉ - villegers-have-not-been-get-pds-rice-in-kalahandi

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଗଜବାହାଲ ଗାଁର ଅମୀୟ ସାହୁଙ୍କ ଘରୁ ପିଡିଏସ ଚାଉଳ ଗଚ୍ଛିତ ଅଭିଯୋଗ ନେଇ ପ୍ରଶାସନର ଚଢ଼ାଉ । ଅଧିକ ପଢନ୍ତୁ...

villegers-have-not-been-get-pds-rice-in-kalahandi
ବେଆଇନ ପିଡ଼ିଏସ ଚାଉଳ ଗଚ୍ଛିତ ଅଭିଯୋଗ, ଯୋଗାଣ ବିଭାଗ ଓ ପୋଲିସର ଚଢ଼ାଉ

By

Published : Jun 15, 2021, 4:04 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଗଜବାହାଲ ଗାଁର ଅମୀୟ ସାହୁଙ୍କ ଘରୁ ପିଡିଏସ ଚାଉଳ ଗଚ୍ଛିତ ଅଭିଯୋଗ ନେଇ ପ୍ରଶାସନର ଚଢ଼ାଉ । କେସିଙ୍ଗା ଏସଡିପିଓ ଓ ଯୋଗାଣ ନିରୀକ୍ଷକଙ୍କ ଉପସ୍ଥିତିରେ ଯାଞ୍ଚ ଜାରି ।

ବେଆଇନ ପିଡ଼ିଏସ ଚାଉଳ ଗଚ୍ଛିତ ଅଭିଯୋଗ, ଯୋଗାଣ ବିଭାଗ ଓ ପୋଲିସର ଚଢ଼ାଉ

ଗୋଦାମରେ ଗଚ୍ଛିତ ଓ ପରିବହନ କରାଯାଉଥିବା ପିଡିଏସ ଚାଉଳ ସୂଚନା ଆଧାରରେ ଚଢ଼ାଉ ଜାରି ରହିଥିବା ଯୋଗାଣ ନିରୀକ୍ଷକଙ୍କ କହିଛନ୍ତି । ଚଢ଼ାଉ ସମୟରେ ପାଖାପାଖି ୯ ଶହ ବସ୍ତା ଚାଉଳ ଠାବ ହୋଇଥିବା ଜଣାପଡିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details